ଆରାମ ଏବଂ ଶାନ୍ତିରେ ବିଶ୍ରାମ କରିବାକୁ ଚାହିଁଥାଏ,ସେତେବେଳେ ତା ପାଇଁ ବିଛଣା ଓ ତକିଆଠାରୁ ଭଲ କିଛି ହୋଇନଥାଏ । ଏହି ଦୁଇଟି ଜିନିଷ ଯେତେ ଆରାମଦାୟକ ହୋଇଥାଏ, ସେତେବେଳେ ଜଣେ ବ୍ୟକ୍ତିକୁ ଭଲ ନିଦ ହୋଇଥାଏ । କିନ୍ତୁ ଯଦି ଆପଣ ଜାଣନ୍ତି ଯେ ଆପଣଙ୍କ ତକିଆ ଯୋଗୁ ଆପଣଙ୍କ ଦେହ ଅସୁସ୍ଥତା ହୋଇପାରେ, ତେବେ ଆପଣ ଏହାକୁ ନେଇ କ’ଣ କରିବେ ? ଏହା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତକିଆ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି, ମାନସିକ ସ୍ୱାସ୍ଥ୍ୟ ଏବଂ ଲାଇଫ୍ ଷ୍ଟାଇଲ୍ ଉପରେ ପ୍ରଭାବ ପକାଇପାରେ । ଆପଣ ଜାଣନ୍ତି କି ଅଧିକାଂଶ ଲୋକ ଗଦିରେ ଶୋଇବାକୁ ପସନ୍ଦ କରନ୍ତି ଏବଂ ତକିଆ ମଧ୍ୟ ସେହିପରି ଆରମ ଦାୟକ ହୋଇଥାଉ ଖୋଜିଥାନ୍ତି । ତେବେ ସୂଚନା ମୁତାବକ, ସଠିକ୍ ତକିଆ ବ୍ୟବହାର ନକରିବା ଦ୍ୱାରା ମୁଣ୍ଡ ଡ୍ରପ୍ ହୋଇଯାଏ । ଏହାଦ୍ୱାରା ବେକ ଯନ୍ତ୍ରଣା, ମୁଣ୍ଡ ବୁଲାଇବା ଏବଂ ଉପର ପିଠି ଯନ୍ତ୍ରଣା ମଧ୍ୟ ହୋଇପାରେ ।ଯଦିବି ଆପଣ ପିଠି ପଟ ହୋଇ ଶୋଉଥିବେ, ତାହେଲେ ଆପଣଙ୍କ ର୍ସବାଇକଲ ମେରୁଦଣ୍ଡର ପ୍ରାକୃତିକ ଆକୃତି ରଖିବା ପାଇଁ ତକିଆ ବ୍ୟବହାର କରିବା ଜରୁରୀ ହୋଇଥାଏ । ତେବେ ଯଦି ଆପଣ ଅତିରିକ୍ତ ମୋଟା ତକିଆ ବ୍ୟବହାର କରିବେ ତାହେଲେ ଅସ୍ୱାଭାବିକତା ବେକ ଯନ୍ତ୍ରଣା ଏବଂ ଉପର ଅଙ୍ଗରେ ଅସ୍ଥିରତା ଏବଂ ଦୁର୍ବଳତା ହୋଇପାରେ । ସେଥିପାଇଁ ଆପଣଙ୍କୁ ଗୋଟିଏ ଭଲ ଏବଂ ଆରମ ଦାୟକ ତକିଆ ବ୍ୟବହାର କରିବା ଉଚିତ । ଯାହା ଦ୍ୱାରା ଆପଣଙ୍କ ଶରୀରକୁ ଆରାମରେ ମିଳିଥାଏ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Next Post