ଶୀତଋତୁ ଆରମ୍ଭ ହୋଇସାରିଛି। ଏବଂ ତାପମାତ୍ରା କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି । ଶୀତଦିନରେ ଅଧିକାଂଶ ଲୋକ ଗାଧୋଇବା ପାଇଁ ଗରମ ପାଣିର ବ୍ୟବହାର କରିଥାନ୍ତି। ଆଉ କିଛି ଲୋକ ଥଣ୍ଡା ପାଣିରେ ଗାଧୋଇବାକୁ ପସନ୍ଦ କରିଥାନ୍ତି। ତେବେ ପ୍ରଶ୍ନ ଉଠୁଛି କି, ଶୀତ ଦିନରେ କେଉଁ ପାଣିରେ ଗାଧୋଇଲେ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଏହା ଉପରେ ଆୟୁର୍ବେଦ ଡାକ୍ତାରଙ୍କ ମତ କ’ଣ ରହିଛି।ଥଣ୍ଡା ପାଗରେ ଅଧିକ ଗରମ ପାଣିରେ ନଗାଧୋଇ କି ଉଷୁମ ପାଣିରେ ଗାଧୋଇବା ଉଚିତ୍। ଉଷୁମ ପାଣିରେ ଗାଧୋଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ। ଏବଂ ଆମ ଶରୀରର ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ। ଏହାସହ ଥଣ୍ଡା ଓ କାଶ ହେବାର ଆଶଙ୍କା ହ୍ରାସ ପାଇଥାଏ। ଉଷୁମ ପାଣି ଶରୀରକୁ ସଫା ରଖିବା ସହ ଚର୍ମ ସମସ୍ୟା ଦୂର କରିଥାଏ। ଏହାସହ ଲୋକମାନଙ୍କୁ ଶୀତରୁ ମୁକ୍ତି ଦେଇଥାଏ।ଶୀତରେ ଥଣ୍ଡା ପାଣିରେ ଗୋଧେଇଲେ ଶରୀରର କୌଣସି କ୍ଷତି ହୋଇନଥାଏ।
Trending
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
- ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ