ପ୍ରତିଦିନ କଲରା ଖାଇବା ଦ୍ୱାରା ଆପଣ ଅନେକ ରୋଗରୁ ଦୂରେଇ ରହିବେ । କଲରା ହେଉଛି ଭିଟାମିନର ଭଣ୍ଡାର । ପ୍ରତିଦିନ କଲରା ଖାଇବା ଦ୍ୱାରା ଆପଣ ଅନେକ ରୋଗରୁ ଦୂରେଇ ରହିବେ । କଲରାରେ ଜିଙ୍କ, ଭିଟାମିନ୍ ସି, ପୋଟାସିୟମ୍, ଆଇରନ୍ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଏହି ସମସ୍ତ ପୋଷକ ତତ୍ତ୍ୱ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ।କଲରା ଖାଇବା ଦ୍ବାରା ଆମ ଶରୀରର ଅନେକ ଗୁଡିଏ ଫାଇଦା ମଧ୍ୟ ମିଳିଥାଏ । ଯେପରିକି କଲରା ଖାଇବା ଦ୍ବାରା ଆମ ଶରୀରରେ ରକ୍ତରେ ସର୍କରା ସ୍ତରକୁ କଣ୍ଟ୍ରୋଲ କରିବା, ରକ୍ତକୁ ସ୍ବଚ୍ଛ ରଖିବା , ଓଜନ ହ୍ରାସ କରିବା , କ୍ୟାନ୍ସରକୁ ପ୍ରତିହତ କରିବା , ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଏବଂ ଆମ ତ୍ବଚା କୁ ସୁନ୍ଦର ଏବଂ ଉଜ୍ଜ୍ବଳମୟ କରିବା ଇତ୍ୟାଦି ।
Trending
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି
- ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଏମ୍ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
- ବନ୍ଧା ହେଲେ ଡିଏଫ୍ଓ ବାବୁ
Next Post