ବିଶ୍ୱରେ ଅନେକ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦେଥିବା ପାଇଁ ମିଳୁଛି । ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟାର ଅନେକ କାରଣ ରହିଛି । ଯେପରି ଆମ ଖରାପ ଲାଇଫ୍ ଷ୍ଟାଇଲ ଓ ବାହାରର ଖାଦ୍ୟ ଯୋଗୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖିବା ପାଇଁ ମିଳୁଛି । ଏହି ସବୁ ମଧ୍ୟରେ ସୋରିୟାସିସ୍ ଏକ ବଡ ସମସ୍ୟା ଭାବେ ସାମ୍ନାକୁ ଆସିଛି । ତେବେ ସୋରିୟାସିସ୍ ହେଉଛି ଏକ ଚର୍ମ ସମ୍ବନ୍ଧୀୟ ସମସ୍ୟା । ଅନେକ ଥର ଟ୍ରାଡିସନାଲ ମେଡିସିନ୍ ଅତ୍ୟଧିକ ସେବନ କରିବା ଯୋଗୁ ସ୍କିନ୍ ପୂରା ଖରାପ ହୋଇଯାଏ ଏବଂ ଏହାର ଚିକିତ୍ସା କରିବା ବହୁତ କଷ୍ଟକର ହୋଇଯାଏ । ତେବେ ଏହାର କାରଣ ହେଉଛି ଲୋକେ ଯେଉଁ ମେଡିସିନ୍ ସେବନ କରୁଛନ୍ତି, ସେଥିରେ ଷ୍ଟେରୋଏଡ୍ ଅଧିକ ବ୍ୟବହାର କରାଯାଏ । ଗତ କିଛି ବର୍ଷ ମଧ୍ୟରେ ସୋରିୟାସିସ୍ ରୋଗ ଅନେକ ବୃଦ୍ଧି ପାଇଛି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ