ଲୋକେ ହଟ କଫି-ଚାହା ବଦଳରେ କୋଲ୍ଡ ବହୁତ ଭଲ ଭାବେ ପିଅନ୍ତି । ହେଲେ ଅଧିକ ଲୋକଙ୍କୁ କୋଲ୍ଡ କଫିର ସ୍ୱାଦ ଭଲ ଲାଗିଥାଏ । ହେଲେ ଆବଶ୍ୟକତାଠାରୁ ଅଧିକ ପିଇଲେ ଶରୀରରେ ଏହା ସାଇଡ ଇଫେକ୍ଟ ଦେଖାଏ । ଏହା ଅଧିକ ରୋଗକୁ ବଢାଇଥାଏ ।କୋଲ୍ଡ କଫିରେ ଅଧିକ ମାତ୍ରାରେ ଚିନିର ବ୍ୟବହାର ହୋଇଥାଏ । ଏଥିପାଇଁ ଏହାକୁ ଅଧିକ ପିଇଲେ ବ୍ଲଡ ସୁଗାର ଲେବଲକୁ ଅଧିକ ବଢାଇଥାଏ । ଏଥିସହ ଟାଇପ-୨ ଡାଇବେଟିସର ବିପଦକୁ ବଢାଇଥାଏ ।କୋଲ୍ଡ କଫିରେ କ୍ୟାଫେନ ମାତ୍ରା ଅଧିକ ହୋଇଥାଏ । ଏହାକୁ ଅଧିକ ପିଇଲେ ଶୋଇବା ଚକ୍ର ମଧ୍ୟ ଖରାପ ହେବାରେ ଲାଗିଥାଏ । ଏଥିସହ ନିଦ ମାତ୍ରାକୁ ହ୍ରାସ କରିବା ସହ ରୋଗକୁ ବଢାଇଥାଏ ।ଗରମରେ ଶରୀରେ ପାଣିର ମାତ୍ରା କମ ଥାଏ ଯଦି ଆପଣ କୋଲ୍ଡ କଫି ଅଧିକ ପିଇବେ ତେବେ ଆପଣ ଡିହାଇଡ୍ରେସନର ଶିକାର ହୋଇପାରନ୍ତି । କୋଲ୍ଡ କଫି ପିଇଲେ ନଭର୍ସନେଓ ଏବଂ ଏନଜାଇଟୀର ମଧ୍ୟ ଶିକାର ହୋଇପାରନ୍ତି । ଏହା ପେଟ ପାଇଁ ମଧ୍ୟ ବିଲକୁଲ ଠିକ ନୁହେଁ ।
Trending
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
Prev Post
Next Post