ଶୀତ ଋତୁ ଆରମ୍ଭ ହୋଇଯାଇଛି, ଏହି ଋତୁରେ ଲୋକମାନେ ଘରକୁ ଗରମ କରିବା ପାଇଁ ରୁମ୍ ହିଟର ବ୍ୟବହାର କରନ୍ତି । ଏହାକୁ ଧ୍ୟାନରେ ରଖି ଆମେ ଆପଣଙ୍କ ପାଇଁ ରୁମ୍ ହିଟରର ଲିଷ୍ଟ ନେଇ ଆସିଛୁ । ଯାହା ଦ୍ୱାରା ଆପଣ ଏହି ଶୀତରୁ କିଛି ମାତ୍ରାରେ ଉପକାର ପାଇ ପାରିବେ ।ବଜାଜ OFR ରୁମ ହିଟର: ବଜାଜର ଏହି ରୁମ ହିଟର ୧୮,୯୯୯ ଟଙ୍କାରେ ଆସିଥାଏ । ଯାହାକୁ ଆପଣ ମାତ୍ର ୧୦,୪୭୦ ଟଙ୍କାରେ କିଣି ପାରିବେ । ଏହି ରୁମ୍ ହିଟର ୨୯୦୦w ଅଟେ ଏବଂ ଏହାକୁ ISI ଆପ୍ରୁଭ୍ ମିଳିଛି । ବଡ଼ ରୁମ୍ ପାଇଁ ଏହି ରୁମ୍ ହିଟର ଠିକ୍ ରହିବ ।
Glen Electric : ଏହି ରୁମ୍ ହିଟର ୧୩,୯୯୫ ଟଙ୍କା ମୂଲ୍ୟରେ ଲିଷ୍ଟ ହୋଇଛି, ଯାହାକୁ ଆପଣ ୪୦ ପ୍ରତିଶତ ଡିସକାଉଣ୍ଟରେ କିଣି ପାରିବେ । ଏପରିସ୍ଥିତିରେ ଆପଣ ଏହି ରୁମ୍ ହିଟରକୁ ମାତ୍ର ୮,୩୯୭ ଟଙ୍କାରେ କିଣି ପାରିବେ ।