ପ୍ରତ୍ୟେକ ମହିଳା ସୁନ୍ଦର ଦେଖା ଯିବା ପାଇଁ ନିଜକୁ ସଜାଇ ଥାଆନ୍ତି, ଏଥିପାଇଁ ବିଭିନ୍ନ ପ୍ରକାର ରାସାୟନିକ ସାମଗ୍ରୀ ର ପ୍ରତ୍ୟେକ ଦିନ ବ୍ୟବହାର କରିଥାନ୍ତି । ଏଥିମଧ୍ୟରୁ ସେହିସବୁ ମଧ୍ୟରୁ ଲିପଷ୍ଟିକ ସମସ୍ତଙ୍କର ପ୍ରିୟ ହୋଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ଲିପଷ୍ଟିକ ଦ୍ୱାରା ଅନେକ ପ୍ରକାର ରୋଗ ହୋଇଥାଏ ।ଏକ ରିସର୍ଚ୍ଚ ରୁ ଜଣା ପଡଛି ନିୟମିତ ଲିପଷ୍ଟିକ ଲଗାଇବା ଦ୍ୱାରା ଅନେକ ମହିଳା କ୍ୟାନ୍ସରରେ ପୀଡିତ ହୋଇ ଥାଆନ୍ତି । ଯାହାକି ଜୀବନ ପ୍ରତି ବିପଦ ଆଣିଥାଏ ।ରିପୋର୍ଟ ଅନୁସାରେ ଲିପଷ୍ଟିକରେ ଏଭଳି କେମିକାଲ ରହିଛି ଯାହା ଶରୀରରେ ଟକ୍ସିନ ଭଳି ବିଷାକ୍ତ ଉତ୍ପନ କକରିଥାଏ ଲିପଷ୍ଟିକରେ ପେଥାଲେଟସ ଓ ଲେଡ ନାମକ କେମିକାଲ ରହିଥାଏ । ଏହା ଅନେକ ସମୟ ରେ ଓଠ କୁ ରିଆକ୍ସନ କରି ଥାଆନ୍ତି ଏବଂ ଓଠ ରେ ଘା ମଧ୍ୟ ହୋଇଯାଇ ଥାଏ। ଫଳରେ ଅନେକ ପ୍ରକାର ଶାରୀରିକ ସମସ୍ୟା ଦେଖାଦେଇଥାଏା ଯଦି ଆପଣ ନିୟମିତ ଲିପଷ୍ଟିକ ଲଗାଉଛନ୍ତି ତେବେ ଲିପଷ୍ଟିକର ଏକ୍ସପକ୍ଷରି ଡେଟ ଚେକ କରନ୍ତୁ , ଭଲ ବ୍ରାଣ୍ଡ ର ଲିପଷ୍ଟିକ ଲଗାନ୍ତୁ ଏବଂ ଖାଦ୍ୟ ଖାଇବା ପୂର୍ବରୁ ଲିପଷ୍ଟିକୁ ଭଲ ଭାବରେ ପୋଛି ନିଅନ୍ତୁ । କାରଣ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଲିପଷ୍ଟିକ ରେ ଥିବା କେଡ଼ମିୟମ କେମିକାଲ କାରଣରୁ କିଡ଼ନୀ ଫେଲର ସମ୍ଭାବନା ଅଧିକ ଥାଏ। ସବୁବେଳେ ଲିପଷ୍ଟିକ ଲଗାଇବା ଦ୍ବାରା ପେଟ ସମ୍ବନ୍ଧିତ ସମସ୍ୟା ମଧ୍ୟ ଦେଖା ଯାଇଥାଏ ଫଳରେ କନସିଭ କରିବା ପାଇଁ ସମସ୍ୟା ହୋଇଥାଏ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post