ବେଶ ବିଦେଶୀ ରେ ସମସ୍ତ ଲୋକଙ୍କ ଚା’ ପ୍ରତି ରହିଛି ଦୁର୍ବଳତା।ବୟସ ବଢ଼ିବା ରେ ଲୋକ ଦିନ ରେ ଦୁଇ ରୁ ତିନି ଥର ଚା’ ପିଅନ୍ତି। ଏହା ଶରୀର ପାଇଁ ଉଚିତ ନୁହେଁ ଏହା ଜାଣି ମଧ୍ୟ ଅନେକ ଲୋକ ପିଅନ୍ତି।ଆମେ ଅନେକ ସମୟରେ ଦେଖିଛେ ଛୋଟ ଛୋଟ ପିଲା ମାନେ ବୟସ୍କଙ୍କ ଭଳି ଦିନ ରେ ଦୁଇ ରୁ ତିନି ଥର ଚା’ ପିଇଥାଆନ୍ତି। କିନ୍ତୁ ଏହା ସେମାନଙ୍କ ଶରୀର ପାଇଁ ଅନେକ କ୍ଷତି ଘଟାଇ ଥାଏ। ଆପଣଙ୍କ ପିଲାର ଯଦି ଏହି ଅଭ୍ୟାସ ଅଛି ତାହେଲେ ତାକୁ ଏଥିରୁ ଦୁରେଇ ରଖନ୍ତୁ ।୧୨ ରୁ ୧୮ ବର୍ଷ ବୟସର ପିଲାମାନେ ପ୍ରତିଦିନ ୧୦୦ ମିଗ୍ରା ରୁ ଅଧିକ କଫିନ୍ ଗ୍ରହଣ କରିବା ଉଚିତ୍ ନୁହେଁ । ଯଦି ଆପଣ ପିଲାମାନଙ୍କୁ ଅଧିକ ପରିମାଣର ଚା କିମ୍ବା କଫି ଦିଆଯାଏ । ତେବେ ସେମାନେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।ଚା ଏବଂ କଫିରେ ଟେନିନ୍ ନାମକ ଯୌଗିକ ରହିଥାଏ, ଯାହା ପିଲାମାନଙ୍କୁ କ୍ୟାଲସିୟମ୍ ଏବଂ ଆଇରନ୍ ଅବଶୋଷଣ କରିବାରେ ରୋକିଥାଏ । ଏହି କାରଣରୁ ପିଲାମାନେ ରକ୍ତହୀନତାର ଶିକାର ହୁଅନ୍ତି ।ଯାହା ସେମାନଙ୍କ ପାଇଁ କ୍ଷତିସାଧକ ହୋଇଥାଏ। ଅନେକ ପିଲା ମାନଙ୍କର ଦେଖିବେ ଦାନ୍ତ ସମସ୍ୟା ଦେଖା ଯାଏ। ଏହା ଚା ଓ କଫି ପାଇଁ ହୋଇଥାଏ।
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Prev Post
Next Post