କ୍ଷୀର ପିଇବା ଦ୍ୱାରା ଦୁର୍ବଳ ହାଡ ମଜବୁତ ହୋଇଥାଏ । ଏଥିସହ ମାଂସପେଶୀ ମଜବୁତ ହୋଇଥାଏ । ଏଥିରେ ଶରୀର ଏବଂ ମସ୍ତିସ୍କ ଅଧିକ ଆକ୍ଟିଭ ରହିଥାଏ ।ଭିଟାମିନ ଡି ମସ୍ତିସ୍କ ପାଇଁ ଭଲ ହୋଇଥାଏ । ହେଲେ ଅନେକ ଥର ପ୍ରଶ୍ନ ଆସିଥାଏ ଏହାକୁ ଖାଲି ପେଟରେ ପିଇବା ଆବଶ୍ୟକ ନା ଖାଦ୍ୟ ପରେ । ଏଥିସହ ଏହାକୁ ପିଇବାର ସଠିକ ସମୟ କଣ । ତେବେ ସକାଳୁ କ୍ଷୀର ପିଇବା ଦ୍ୱାରା ପାଚନ ଭଲ ରହିଥାଏ । ସକାଳେ କ୍ଷିର ପିଇବା ଦ୍ୱାରା ଦୁର୍ବଳ ହାଡକୁ ଶକ୍ତି ମିଳିଥାଏ । ମାଂସପେଶୀ ମଜବୁତ ହୋଇଥାଏ । ସକାଳ ସମୟରେ ଦୁଗ୍ଧ ପିଇବା ଅଧିକ ଫାଇଦା ହୋଇଥାଏ ।କିଛି ଲୋକଙ୍କୁ ଲାକ୍ଟୋଜର ଅସୁବିଧା ରହିଥାଏ, ଏହି କାରଣରୁ ପେଟରେ କଷ୍ଟ ହେବା ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ଲୋକମାନେ ଖାଲିପେଟରେ କ୍ଷୀର ପିଇଲେ ଏମାନଙ୍କୁ ଏସିଡିଟୀ ହୋଇଥାଏ । ଯେଉଁଲୋକଙ୍କୁ ଖାଲିପେଟରେ କ୍ଷୀର ପିଇବାକୁ ଚାହୁଁଛନ୍ତି, ସେମାନଙ୍କର ଏସିଡିଟୀ ସମସ୍ୟା ନ ରହିଥୁବା ଆବଶ୍ୟକ ।ଯଦି ଆପଣ କ୍ଷୀରକୁ ଜଳଖିଆ ଖାଇବା ପରେ ପିଉଛନ୍ତି, ତେବେ ଆପଣଙ୍କ ପାଇଁ ଏହା ସଠିକ ରହିବ ବୋଲି ରିସର୍ଚରୁ ଜଣାପଡଛି । ଓଜନ କମ କରିବା ବା ହୃଦୟ ସହ ଜଡିତ ରୋଗ ରହିଲେ ଆପଣ ଖାଲି ପେଟରେ ନୁହେଁ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଆବଶ୍ୟକ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post