ଚା’ ପ୍ରେମୀମାନଙ୍କୁ ସକାଳୁ ବିଞ୍ଚଣା ଛାଡିବା ମାନେ ଚା’ ଦରକାର । ଆଜି ବି ବଜାରରେ ସବୁଠାରୁ ବଡ ଭିଡ଼ କେବଳ ଚା’ ଦୋକାନରେ ଲାଗିଥାଏ । ତଥାପି, ଯେଉଁମାନେ ଚା’ ପିଉଛନ୍ତି ସେମାନେ ସାବଧାନ୍ ହୋଇଯାଆନ୍ତୁ କିନ୍ତୁ ଏଠି କହିବୁ କି କ୍ଷୀର ଚା’ କଥା, ସାବଧାନ ହୋଇଯାଆନ୍ତୁ ହୁଏତ ଚାହା ଏବେ ଲୋକଙ୍କ ଜୀବନ ନେବ । ଚାହା କୁ ନେଇ ଏକ ସର୍ଭେ ସମ୍ମାନାକୁ ଆସିଛି । କ୍ଷୀର ଚା’ ପିଇବା ଦ୍ୱାରା ଥକ୍କା ପଣ ଦୂର ହେବା ବଦଳରେ ବଢି ଥାଏ ।ଯାହା ଏବେ ସବୁଠାରୁ ବଡ ତଥ୍ୟ ସାମ୍ମାନରେ ଚିନ୍ ର ବେଜିଂରେ ୫ ହଜାର ଛାତ୍ରଛାତ୍ରୀଙ୍କୁ ନେଇ ସର୍ଭେ କରାଯାଇଥିଲା । ସମସ୍ତେ କ୍ଷୀର ଚା’ ପ୍ରତି ଅଭ୍ୟସ୍ତ ଥିବା ବେଳେ ଏହି କ୍ଷୀର ଚା’ ପିଇ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଡିପ୍ରେସନ ଦେଖାଯିବା ସହ ବିସାଦ ଦେଖିବାକୁ ମିଳିିଛି । ଖାଲି ସେତିକି ନନୁହେଁ ଅଧିକାଂଶ ଲୋକେ ଆତ୍ମ ହତ୍ୟା ଉଦ୍ୟମ କରିଥିବା ଲକ୍ଷଣ ସମା୍ମନା କୁ ଆସିଛି । ଏହା ସହ ମସଲା ଚା ମଧ୍ୟ ଶରିର ପାଇଁ କ୍ଷତି କାରକ । ଧିରେ ଧିରେ ଶରିରେ ଥକ୍କା ପଣ ଦେଖା ଦେବା ସହ ଚିଡିଚିଡା ଲାଗିଥାଏ । ହାଡ ଦୁର୍ବଳ ହେବା ମୁଣ୍ଡ ବ୍ୟଥା ମଧ୍ୟହୋଥାଏ ।
Trending
- ସିନ୍ଦୂର ଆମ ପରମ୍ପରା। ସିନ୍ଦୂର ନାରୀ ଶକ୍ତିର ପ୍ରତିକ – ମୋଦୀ
- ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ବସ୍ ସେବା
- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବୈଭବ ସୂର୍ଯ୍ୟବଂଶୀ
- ଆଜି ପୁଞ୍ଚ ଯାତ୍ରା କରିବେ ଶାହ
- ଆଇପିଏଲ ଫାଇନାଲରେ ପ୍ରବେଶ କଲା ଆରସିବି
- ପୂର୍ବତନ ଭାଜପା ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ
- କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ମିଆଁମାରରେ ପୁଣି ଭୂକମ୍ପର ଝଟକା
- ପ୍ରବଳ ବର୍ଷାରେ ବେହାଲ୍ ମୁମ୍ବାଇ ,୧୦୭ ବର୍ଷର ରେକର୍ଡ ଭାଙ୍ଗିଲା
- ଆଜି ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ଶୋ’
Prev Post