ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଅପ୍କମିଂ ଫିଲ୍ମ ‘ଏ ବତନ ମେରେ ବତନ’ର ଏକ ନୂଆ ମୋସନ୍ ପୋଷ୍ଟର ସେୟାର ହୋଇଛି । ସେହି ସମୟରେ ସେଠାରେ ସାରା ଅଲ୍ଲୀ ଖାନଙ୍କ ସହିତ ଷ୍ଟେଜ୍ରେ ଫିଲ୍ମ ମେକର କରନ ଜୋହର ମଧ୍ୟ ନଜର ଆସିଛନ୍ତି । ଜାନୁଆରି ମାସ ୭୪ତମ ଗଣତନ୍ତ୍ର ଦିବସରେ ଏହି ଫିଲ୍ମର ଫାର୍ଷ୍ଟ ଲୁକ୍ ସେୟାର ହୋଇଥିଲା । ଫିଲ୍ମ ‘ଏ ବତନ ମେରେ ବତନ’ ଏକ ସତ୍ୟ ଘଟଣାକୁ ନେଇ ହୋଇଛି । ଏଥିରେ ସାରାଙ୍କ ସିରିଏସ୍ ଲୁକ୍ ଦେଖିବା ପାଇଁ ମିଳିଛି । ଏହି ଫିଲ୍ମରେ ସାରା ଉଷା ମେହେତାଙ୍କ ରୋଲ କରୁଥିବାର ନଜର ଆସିଛନ୍ତି । ଏହି ଫିଲ୍ମରେ ସାରା ଏକ ଭିନ୍ନ ଲୁକ୍ରେ ନଜର ଆସିବାକୁ ଯାଉଛନ୍ତି । ଯାହା ଫ୍ୟାନ୍ସଙ୍କୁ ବହୁତ ହିଁ ପସନ୍ଦ ଆସିଛି ।ନଭେମ୍ବର ୨୦ରେ କରନ ଜୋହର ଇନ୍ଷ୍ଟାଗ୍ରାମରେ ସାରା ଅଲ୍ଲୀ ଖାନ୍ଙ୍କ ନୂଆ ମୋସନ ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ସେ ମାଇକ୍ରୋଫୋନ୍ରେ କଥା ହେଉଥିବା ଦେଖିବା ପାଇଁ ମିଳିଛି ।
Trending
- ପୂଜା ପାଇଁ ଭୁବନେଶ୍ବରରେ ଅସମ୍ଭାଳ ଭିଡ଼ , ଟ୍ରାଫିକ ଜାମ୍ ଦେଖି ଲୋକେ ଘରୁ ବାହାରିବାକୁ କୁନ୍ଥୁକୁନ୍ଥୁ ଶ୍ରଦ୍ଧାଳୁ
- ଆସିଲା ବିହାରର ଚୂଡ଼ାନ୍ତ ଭୋଟର ତାଲିକା
- ବିଜୟଙ୍କ ରାଲିରେ ଦଳାଚକଟାଜନିତ ମୃତ୍ୟୁସଂଖ୍ୟା ୪୦ରେ ପହଞ୍ଚତ୍ଥିବାବେଳେ
- ମଣ୍ଡପରେ ପବିତ୍ର ମହାସପ୍ତମୀ ଆଜି
- ଭୁବନେଶ୍ୱର ମହନଗରରେ ଚଳିତ ବର୍ଷ ୧୭୨ ପୂଜା ମଣ୍ଡମରେ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛି
- ତାମିଲନାଡ଼ୁ ଦଳାଚକଟାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଦେବେ ପ୍ରଧାନମନ୍ତ୍ରୀ
- ଭାରତ ବିକାଶ ପରିଷଦ ସେଣ୍ଟ୍ରାଲ ବ୍ରାଞ୍ଚ ଭୁବନେଶ୍ବର ପକ୍ଷରୁ ଭବ୍ୟ କନ୍ୟା ପୂଜନ ଉତ୍ସବ
- ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ଘଟିଛି ବଡ଼ ଦୁର୍ଘଟଣା, ଦଳାଚକଟା ଯୋଗୁଁ ୩୧ ଜଣଙ୍କର ମୃତ୍ୟୁ
- ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ଆଗକୁ ବଢୁଛି
- ଆଜି ଝାରସୁଗୁଡ଼ା ଆସୁଛନ୍ତି ମୋଦି
Next Post