ବଲିଉଡ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ସଲମାନ ଖାନ ଏବେ କୋଲକାତାରେ ଅଛନ୍ତି । ଏହା ସହ କୋଲକାତା ଇନ୍ଣ୍ଟରନେସନାଲ ଫିଲ୍ମ ଫେଷ୍ଟିବାଲ ୨୦୨୩ରେ ସଲମାନ ଖାନ ଗେଷ୍ଟ ଭାବେ ଯୋଗ ଦେଇଛନ୍ତି । ଏହି KIFF ୨୦୨୩ରେ ଭାଇଜାନଙ୍କ ବ୍ୟତୀତ ପଶ୍ଚିମ ବଙ୍ଗଳାର CM ମମତା ବାନାର୍ଜୀ ଏବଂ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରବ ଗାଙ୍ଗୁଲିଙ୍କ ଭଳି ଅନେକ ଲୋକ ସାମିଲ ଥିଲେ । ଏହି ମଉକାରେ ସୋସିଆଲ ମିଡିଆରେ ସୌରବ ଗାଙ୍ଗୁଲି ଏବଂ ମମତା ବାନାର୍ଜୀଙ୍କ ଗୋଟିଏ ଲେଟଷ୍ଟ ଭିଡିଓ ଜୋରସୋର ଭାଇରାଲ ହେଉଛି । ଯେଉଁଥିରେ ସେ ଫିଲ୍ମ ‘ଟାଇଗର ୩’ ବିଷୟରେ କଥା ହେବା ସହ ମମତା ବାନାର୍ଜୀଙ୍କ ଡ୍ୟାନ୍ସ ମଧ୍ୟ ଦେଖିବା ପାଇଁ ମିଳିଛି ।ସୌରବ ଗାଙ୍ଗୁଲି ସେହି ଇଭେଣ୍ଟରେ ଭାଇଜାନଙ୍କ ବିଷୟରେ ଏପରି କିଛି କହିଛନ୍ତି, ଯେ ସଲମାନ ଖାନଙ୍କ ଫ୍ୟାନ୍ସ ଫଲୋଇଗିଂ ବହୁତ ଅଧିକ । ବଲିଉଡ ଇଣ୍ଡଷ୍ଟ୍ରୀ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ମଧ୍ୟ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବହୁତ ଅଧିକ ରହିଛି । ସେହିପରି ଭାବେ ଭାରତୀୟ କ୍ରିକେଟ ଟିମ୍ର କାର୍ଯ୍ୟକରୁଥିବା ଲୋକ ଓ ଏକ୍ସ ବିସିସିଆଇ ଚ୍ୟାୟାରମ୍ୟାନ୍ ସୌରବ ଗାଙ୍ଗୁଲି ମଧ୍ୟ ଭାଇଜାନଙ୍କ ଫ୍ୟାନ୍ ବୋଲି ଜଣାପଡିଛି ।
Trending
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Prev Post