ସେଏନିସ୍ ପଲାସିଓସ୍ ବିଜେତା ଭାବେ ମନୋନୀତ ହୋଇଛନ୍ତି ଏବଂ ମିସ୍ ୟୁନିଭର୍ସ ୨୦୨୩ର ମୁକୁଟ ପିନ୍ଧିଛନ୍ତି । ସେଏନିସ୍ ପଲାସିଓସ୍ଙ୍କୁ ୨୦୨୨ର ମିସ୍ ୟୁନିଭର୍ସ ଆର୍ବୋନି ଗାବ୍ରିଏଲ୍ ମୁକୁଟ ପିନ୍ଧେଇଛନ୍ତି । ଆର୍ବୋନି ଗାବ୍ରିଏଲ୍ ମିସ୍ ୟୁଏସ୍ରୁ ମିସ୍ ୟୁନିଭର୍ସ ହୋଇଥିଲେ ।ସେଏନିସ୍ ପଲାସିଓସ୍ ନିକାରାଗୁଆର ବସବାସ କରନ୍ତି । ସେ ମିସ୍ ୟୁନିଭର୍ସ ହେବା ପୂର୍ବରୁ ମିସ୍ ନିକାରାଗୁଆର ଟାଇଟଲ୍ ଜିତିଥିଲେ । ନିକାରାଗୁଆର ପ୍ରଥମ ଝିଅ ସେଏନିସ୍ ପଲାସିଓସ୍ ଯିଏ ମିସ୍ ୟୁନିଭର୍ସ ଜିତିିଛନ୍ତି । ମିସ୍ ୟୁନିଭର୍ସ ଜିତିବା ପରେ ସେଏନିସ୍ ପଲାସିଓସ୍ ଇମୋସନାଲ୍ ହୋଇଥିବାର ନଜର ଆସିଥିଲେ । ସେହି ସମୟରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା ଓ ସେ ଭଗବାନଙ୍କୁ ଧନ୍ୟବାଦ ଦେଇଥିବାର ମଧ୍ୟ ଦେଖିବା ପାଇଁ ମିଳିଥିଲା । ତାଙ୍କ ଡ୍ରେସ୍ କଥା କାହିବାକୁ ଗଲେ ସେ ଏକ ହ୍ଵାଇଟ୍ ଶିମିରି ଷ୍ଟୋନ୍ ଓ୍ଵାର୍କ ହୋଇଥିବା ଗାଉନ୍ ପିନ୍ଧିଥିଲେ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post