ମାଲାୟାଲମ ଚଳଚ୍ଚିତ୍ର ‘୨୦୧୮’ ଓସ୍କାର ପାଇଁ ଭାରତର ଅଫିସିଆଲ ଏଣ୍ଟ୍ରି କରିଛି। ୨୦୧୮ ଶୀର୍ଷକ ଏହି ଚଳଚ୍ଚିତ୍ରଟି ହେଉଛି କେରଳ ବନ୍ୟା ବିଷୟରେ ଏକ ନାଟକ। ଜୁଡେ ଆନ୍ଥୋନୀ ଜୋସେଫଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଟୋଭିନୋ ଥୋମାସ, କୁଞ୍ଚାକୋ ବୋବାନ, ଆସିଫ ଅଲି, ଭିନେଥ ଶ୍ରୀନିବାସନ, ନାରାୟଣ ଏବଂ ଲାଲ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ୨୦୧୮ ଚଳିତ ବର୍ଷ ମେ ମାସରେ ମୁକ୍ତିଲାଭ କରିଥିଲା ଏବଂ ଫିଲ୍ମ ସମୀକ୍ଷକଙ୍କଠାରୁ ଭଲ ପ୍ରତିକ୍ରିୟା ମଳିଥିଲା। ଏହା ମଧ୍ୟ ବକ୍ସ ଅଫିସରେ ହିଟ ହୋଇଥିଲା। ଏହା ସର୍ବକାଳୀନ ସର୍ବାଧିକ ଆୟ କରିଥିବା ମାଲାୟାଲମ ଚଳଚ୍ଚିତ୍ର ଏବଂ ଚଳିତ ବର୍ଷ ଭାରତୀୟ ସିନେମାର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ।
Trending
- ବନ ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ପୁରସ୍କାରର ପୁନର୍ବିନ୍ୟାସ କଲେ ସରକାର
- ଆଜି ୯୦ ବର୍ଷ ବୟସରେ ପଦାର୍ପଣ କଲେ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା
- ଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ
- ପୁରୀ ହେବ ‘ପୁରୀ ମହାନଗର ନିଗମ’ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
- ଭୋଟର ତାଲିକାରୁ ବାଦ ପଡ଼ିପାରନ୍ତି 2 କୋଟି ଭୋଟର
- 6 ତାରିଖ ପ୍ରଥମ ବନ୍ୟାଜଳ ଛାଡ଼ିବ ହିରାକୁଦ
- ଜେଲ ଗଲେ ଜଗାପ୍ରଧାନ
- ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହେବା ଆନ୍ଦୋଳନରୁ ଓହରିଲା ଓଏଏସ ସଂଘ
- ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା : ଗିରଫ ହେଲେ ଜଗା ପ୍ରଧାନ
Prev Post
Next Post