ସୁପର୍ଷ୍ଟାର୍ ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବ ଉତ୍ସବରେ ଜାମନଗରରେ ମଞ୍ଚ ଉପରେ ଦେଖିବାକୁ ମିିଳିଥିଲା। ସେଠାରେ ଦୁଇ ସୁପର୍ଷ୍ଟାର୍ ମଜାକ୍ ମଜାକ୍ରେ ଲଢୁଥିବାର ଦେଖିବାକୁ ମିଳିଥିଲେ, ଯାହାକି ଉପସ୍ଥିତ ସମସ୍ତଙ୍କୁ ବେଶ୍ ମନୋରଞ୍ଜନ ଯୋଗାଇଥିଲା।ସେମାନଙ୍କ ଝଗଡ଼ା ସମୟରେ ଆମୀର ଖାନ୍ ବି ସେଠାରେ ଉପସ୍ଥିତ ଥିଲେ। ସଲ୍ମାନ, ଆମୀର ଓ ଶାହରୁଖ୍ ମଞ୍ଚରେ ଏକା ସହ ନାଚିବେ ବୋଲି ପ୍ରଥମେ କଥା ଉଠିଲା। ସଲ୍ମାନ ସେତେବେଳେ ହଉ ‘ଦବଙ୍ଗ’ ଗୀତ ଲଗାଅ ବୋଲି କହିଥିଲେ। ଯାହାକୁ ନେଇ ପ୍ରତିବାଦ କରିଥିଲେ ଶାହରୁଖ। ସେ କହିଲେ ମୋ ଫିଲ୍ମର ଗୀତ ବାଜିବ। ‘ବେସରମ ରଙ୍ଗ୍’ ଗୀତ ଲଗାଯାଉ। ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତି ବଢ଼ିବାକୁ ଲାଗିଲା। ଯାହାକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ ଆମୀର।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post