ୟୁପିର ବାରାଣସୀରେ ଫିଲ୍ମ ଅଭିନେତା ନାନା ପାଟେକର ଜଣେ ପ୍ରଶଂସକଙ୍କୁ ଚାପୁଡ଼ା କଷିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଭିନେତାଙ୍କ ସୁଟିଂ ବେଳର ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ସୁଟିଂ ସମୟରେ ନାନା ଏତେ ରାଗିଯାଇଥିଲେ ଯେ ତାଙ୍କର ଜଣେ ପ୍ରଶଂସକଙ୍କୁ ସେ ଭିଡ଼ ଭିତରେ ହିଁ ଚାପୁଡ଼ା ମାରିଥିଲେ। ଅଭିନେତାଙ୍କ ଆଚରଣ ଦେଖି ନେଟିଜେନ୍ମାନେ ଦୁଃଖ ପ୍ରକାଶ କରୁଛନ୍ତି।ଭାଇରାଲ ଭିଡିଓଟି ଏକ ସୁଟିଂ ସେଟ୍ର। ଏଥିରେ ଦେଖାଯାଉଛି, ନାନା ପାଟେକର ଏକ ସିନ୍ର ସୁଟିଂ ପାଇଁ ଛିଡ଼ା ହୋଇଛନ୍ତି। ଠିକ୍ ସେତିକିବେଳେ ଜଣେ ପ୍ରଶଂସକ ନାନାଙ୍କ ନିକଟକୁ ଆସି ସେଲ୍ଫି ନେବାକୁ ଚେଷ୍ଟା କରୁଛନ୍ତି।
Trending
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
Prev Post
Next Post