ବଲିଉଡ ଷ୍ଟାରମାନେ ସେମାନଙ୍କ ଆକ୍ଟିଙ୍ଗର ଯାଦୁ ଦେଖାଇ ଫ୍ୟାନ୍ସଙ୍କ ହୃଦୟ ଜିତନ୍ତି । କିନ୍ତୁ ସେମାନଙ୍କୁ ଦେଖିଲେ ଲାଗେନି ଯେ ସେମାନେ ବି ଅନେକ ସମସ୍ୟାର ଶିକାର ହୋଇଥିବେ । ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ତାଙ୍କ ମୁହଁରେ ସବୁବେଳେ ହସ ଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ବଲିଉଡ ଷ୍ଟାରମାନଙ୍କ ହସ ପଛରେ ଅନେକ କଷ୍ଟ ଲୁଚି ରହିଛି । ଉପରୁ ଦେଖାଉ ନଥିଲେ ବି ଭିତରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟରେ ସେମାନେ ପୀଡ଼ିତ । ଆପଣ ଭଲ ପାଉଥିବା କିଛି ସୁପରଷ୍ଟାର ଏମିତି ଅଛନ୍ତି ଯେଉଁମାନେ ଦୀର୍ଘ ଦିନରୁ କିଛି ଭିନ୍ନ ରୋଗର ଶିକାର ହୋଇଛନ୍ତି, ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା କେଉଁ ଷ୍ଟାରମାନେ ଏଭଳି ରୋଗର ଶିକାର ହୋଇଛନ୍ତି ।ଫିଟନେସ୍ ଫ୍ରିକ୍ ହେବା ପରେ ମଧ୍ୟ ଏହି ଷ୍ଟାରମାନେ ରୋଗ ସହିତ ସଂଘର୍ଷ କରୁଛନ୍ତି ଯାହା ବିଷୟରେ ଆପଣ ପ୍ରାୟତଃ ଜାଣି ନଥିବେ । ଏହା ବ୍ୟତୀତ ଅନେକ ଷ୍ଟାରଙ୍କର ଏପରି ରୋଗ ଅଛି ଯାହା କେବେ ଭଲ ହୋଇପାରିବ ନାହିଁ ଏବଂ ଏଥିପାଇଁ ମଧ୍ୟ କୌଣସି ଔଷଧ ନାହିଁ । ଆମେ ଆଜି ଆପଣଙ୍କୁ ଏପରି କିଛି ବଲିଉଡ ସେଲିବ୍ରିଟିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଭୟଙ୍କର ରୋଗର ସାମ୍ନା କରୁଛନ୍ତି ।
Trending
- ‘ୱି ଦି ଲିଡର’ ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି କେ. ଆନ୍ନାମଲାଇ,ମାତ୍ର କେଇ ଘଣ୍ଟା ମଧ୍ୟରେ ୧୫ ଲକ୍ଷରୁ ଅଧିକ ଲୋକ ଏଥିରେ ସାମିଲ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି
- ମୃତ ସୌମ୍ୟଙ୍କ ମୌଜପୁର ଘରେ ଖୋଳତାଡ଼ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍,ହାତଲେଖା ଡାଇରୀ ଜବତ କରିବା ପାଇଁ ଏହି ଟିମ୍ ତାଙ୍କ ଘରେ ପହଞ୍ଚିଛି
- ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
Next Post