ବଲିଉଡ ଷ୍ଟାରମାନେ ସେମାନଙ୍କ ଆକ୍ଟିଙ୍ଗର ଯାଦୁ ଦେଖାଇ ଫ୍ୟାନ୍ସଙ୍କ ହୃଦୟ ଜିତନ୍ତି । କିନ୍ତୁ ସେମାନଙ୍କୁ ଦେଖିଲେ ଲାଗେନି ଯେ ସେମାନେ ବି ଅନେକ ସମସ୍ୟାର ଶିକାର ହୋଇଥିବେ । ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ତାଙ୍କ ମୁହଁରେ ସବୁବେଳେ ହସ ଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ବଲିଉଡ ଷ୍ଟାରମାନଙ୍କ ହସ ପଛରେ ଅନେକ କଷ୍ଟ ଲୁଚି ରହିଛି । ଉପରୁ ଦେଖାଉ ନଥିଲେ ବି ଭିତରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟରେ ସେମାନେ ପୀଡ଼ିତ । ଆପଣ ଭଲ ପାଉଥିବା କିଛି ସୁପରଷ୍ଟାର ଏମିତି ଅଛନ୍ତି ଯେଉଁମାନେ ଦୀର୍ଘ ଦିନରୁ କିଛି ଭିନ୍ନ ରୋଗର ଶିକାର ହୋଇଛନ୍ତି, ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା କେଉଁ ଷ୍ଟାରମାନେ ଏଭଳି ରୋଗର ଶିକାର ହୋଇଛନ୍ତି ।ଫିଟନେସ୍ ଫ୍ରିକ୍ ହେବା ପରେ ମଧ୍ୟ ଏହି ଷ୍ଟାରମାନେ ରୋଗ ସହିତ ସଂଘର୍ଷ କରୁଛନ୍ତି ଯାହା ବିଷୟରେ ଆପଣ ପ୍ରାୟତଃ ଜାଣି ନଥିବେ । ଏହା ବ୍ୟତୀତ ଅନେକ ଷ୍ଟାରଙ୍କର ଏପରି ରୋଗ ଅଛି ଯାହା କେବେ ଭଲ ହୋଇପାରିବ ନାହିଁ ଏବଂ ଏଥିପାଇଁ ମଧ୍ୟ କୌଣସି ଔଷଧ ନାହିଁ । ଆମେ ଆଜି ଆପଣଙ୍କୁ ଏପରି କିଛି ବଲିଉଡ ସେଲିବ୍ରିଟିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଭୟଙ୍କର ରୋଗର ସାମ୍ନା କରୁଛନ୍ତି ।
Trending
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
- ହଜାର ବର୍ଷର କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ: ମୁଖ୍ୟମନ୍ତ୍ରୀ
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
Next Post