‘ବିଗ୍ ବସ୍ ୧୭’ ଫାଇନାଲ୍ ର ବିଜେତା କିଏ ହେବ? ସମସ୍ତଙ୍କ ମନରେ ଏଇ ଗୋଟାଏ ପ୍ରଶ୍ନ। କାରଣ ଫାଇନାଲ୍କୁ ଆଉ ମାତ୍ର ୫ ଦିନ ବାକି ଅଛି। ଜାନୁଆରି ୨୮ ତାରିଖରେ ସୋ’ର ଅନ୍ତିମ ଏପିସୋଡ୍ ଦେଖିବାକୁ ମିଳିବ। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛନ୍ତି ଅଙ୍କିତା ଲୋଖଣ୍ଡେ, ମୁନୱର ରାଣା, ମନ୍ନାରା ଚୋପ୍ରା, ଭିକି ଜୈନ୍, ଅରୁଣ ମାସୋଟ୍ଟୀ ଏବଂ ଅଭିଷେକ କୁମାର।ଭିତରେ କଲର୍ସ ଚ୍ୟାନେଲରୁ ଏକ ଆଶ୍ଚର୍ଯ୍ୟଜନକ ଟୁଇଟ୍ ଆସିଛି। ଯେଉଁ ଟ୍ବିଟ୍କୁ ଦେଖିବା ପରେ ଏକ ପ୍ରକାରର ନିଶ୍ଚିତ ହୋଇଛି ଯେ ଅଙ୍କିତା ଲୋଖଣ୍ଡେ ବିଜେତା ହେବାର ସମ୍ଭାବନା ନାହିଁ।କଲର୍ସ ଚ୍ୟାନେଲର ଏହି ଟୁଇଟ୍ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଟୁଇଟ୍ ସୂଚିତ କରେ ଯେ କଲର୍ସ ଚ୍ୟାନେଲ ଅଙ୍କିତା ଲୋଖଣ୍ଡେଙ୍କୁ ସମ୍ଭାବ୍ୟ ବିଜେତା ଭାବରେ ଦେଖୁନାହିଁ। କଲର୍ସ ଚ୍ୟାନେଲ କରିଥିବା ଟ୍ବିଟ୍ରେ ପଚରାଯାଇଛି ଯେ ଯଦି ଆପଣଙ୍କୁ ସୁଯୋଗ ଦିଆଯାଏ, ତେବେ ଆପଣ କାହାକୁ ଟ୍ରଫି ଦେବାକୁ ଚାହୁଁଛନ୍ତି? ଏଥିପାଇଁ ତିନୋଟି ବିକଳ୍ପ ଦିଆଯାଇଥିଲା: ମନନାରା ଚୋପ୍ରା, ମୁନାୱାର୍ ରାଣା ଏବଂ ଅଭିଷେକ କୁମାର। ଏହିମାନଙ୍କ ମଧ୍ୟରେ ଅଙ୍କିତା ଲୋଖଣ୍ଡେଙ୍କ ନାମ ନାହିଁ। ତେଣୁ ଜଣାପଡୁଛି ଯେ ଅଙ୍କିତା ବୋଧହୁଏ ଦୌଡ଼ରେ ନାହାନ୍ତି।
Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼