ବଲିଉଡ୍ର ଟପ୍ ଅଭିନେତ୍ରୀମାନଙ୍କ ମଧ୍ୟରେ କରୀନା କପୁର ଗଣାଯାଆନ୍ତି। କରୀନା ନିଜର ଚମତ୍କାର ଅଭିନୟ ସହିତ ଉତ୍କୃଷ୍ଟ ଫ୍ୟାଶନ୍ ସେନ୍ସ ପାଇଁ ବେଶ୍ ଜଣାଶୁଣା। ନିକଟରେ ଅଭିନେତ୍ରୀ ‘Dirty’ ମାଗାଜିନ ପାଇଁ ନିଜର ଫଟୋସୁଟ କରାଇଛନ୍ତି। ଏହି ଫଟୋସୁଟ୍ ସହିତ କରୀନା ମାଗାଜିନ୍ର କଭର୍ ପେଜ୍ରେ ଆସିଥିବା ପ୍ରଥମ ଅଭିନେତ୍ରୀ ହୋଇପାରିଛନ୍ତି। Dirty ମାଗାଜିନ୍ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏହି ସୂଚନା ଦେଇଛି।
Trending
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
Prev Post
Next Post