ସୁପରଷ୍ଟାର ଜୁନିଅର ଏନଟିଆର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଯୁଦ୍ଧ ୨’ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିରେ ସେ ବଲିଉଡର ହ୍ୟାଣ୍ଡସମ ହଙ୍କ୍ ହ୍ରିତିକ ରୋଶନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ । ଆସନ୍ତା ମାସରେ ମୁମ୍ବାଇରେ ଆରମ୍ଭ ହେବାକୁ ଥିବା ଫିଲ୍ମର ଦ୍ୱିତୀୟ କାର୍ୟ୍ୟସୂଚୀ ସୁଟିଂ କରିବାକୁ ଜୁନିୟର ଏନଟିଆର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଯୁଦ୍ଧ ୨ ଚଳଚ୍ଚିତ୍ରରେ ଜୁନିଅର ଏନଟିଆର ଏବଂ ହ୍ରିତିକ ରୋଶନଙ୍କ ଚରିତ୍ର ମଧ୍ୟରେ କଡ଼ା କଡା ଟକ୍କର ହେବ ବୋଲି ଜଣାପଡିଛି ।ଖବର ଅନୁସାରେ ଜଣାପଡିଛି ଯେ, ଜୁନିଅର ଏନଟିଆର ‘ଯୁଦ୍ଧ ୨’ର ଦ୍ୱିତୀୟ କାର୍ୟ୍ୟସୂଚୀ ଆରମ୍ଭ କରିବା ପୂର୍ବରୁ ତାଙ୍କର ଦେବରା ଚଳଚ୍ଚିତ୍ରର ସମ୍ବନ୍ଧୀୟ ସମସ୍ତ କାର୍ୟ୍ୟ ସମାପ୍ତ କରିବାକୁ ଯାଉଛନ୍ତି । ଏଥିସହ ସେ ଏଥର ଦମଦାର ଆକ୍ସନ୍ ସହିତ ଯୁଦ୍ଧ-୨ ଚଳଚ୍ଚିତ୍ର ପାଇଁ ସୁଟିଂ ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି । ଏହି ଯୁଦ୍ଧ ୨ ନିର୍ଦ୍ଦେଶକ ଆୟାନ୍ ମୁଖାର୍ଜୀ ପ୍ରଥମଥର କରି ଜୁନିଅର ଏନଟିଆରଙ୍କୁ ଆଗରୁ କେବେବି କେବେବି ଦେଖାଯାଇ ନଥିବା ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ।ସେହିପରି ୱାର-୨ ଚଳଚ୍ଚିତ୍ରରେ ଜୁନିଅର ଏନଟିଆର ଏକ ବିଶେଷ ଭୂମିକାରେ ନଜର ଆସିବେ । ଅଗଷ୍ଟ ୧୮ରୁ ମୁମ୍ବାଇର ଏହାର ସୁଟିଂ ଜାରି ରହିବ । ୱାର-୨ର କାଯ୍ୟସୂଚୀ ବାହାରେ ପ୍ରକାଶ ନକରିବାକୁ ଚଳଚ୍ଚିତ୍ର ଟିମକୁ କଡା ନିର୍ଦ୍ଦେଶ ଦିଆଯାଇଛି । କେବଳ ଏତିକି ଜଣା ପଡିଛି ଯେ ଏହି ପିଲ୍ମିରେ ବଲିଉଡର ଶାହାରୁଖ, ସଲମନଙ୍କ ପରି ବଡ କଳାକାର ମାନେ ପରଦାରେ ନଜର ଆସିବେ ।
Trending
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
Prev Post
Next Post