ଶାହରୁଖ ଖାନ ଗୋଟିଏ ପରେ ଗୋଟିଏ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ହିଟ୍ ଫିଲ୍ମ ଦେଇଛନ୍ତି । ଏବେ ତାଙ୍କ ଅପକମିଂ ଫିଲ୍ମ ‘ଡଙ୍କି’ର ପ୍ରଥମ ରିଭ୍ୟୁ ସାମ୍ନାକୁ ଆସିଛି । ତେବେ ଖୁବ୍ ଶୀଘ୍ର ଏହି ଫିଲ୍ମ ସିନେମା ହଲରେ କ୍ରିସ୍ମାସରେ ରିଲିଜ୍ ହେବାକୁ ଯାଉଛି । କିଙ୍ଗ୍ ଖାନଙ୍କ ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମ ‘ଡଙ୍କି’ର ଅପେକ୍ଷ କରିଛନ୍ତି ।ଫିଲ୍ମ ବିଷୟରେ ବମନ ଇରାନି ଏକ ଇଭେଣ୍ଟରେ କହିଥିଲେ, ଯେ ଫିଲ୍ମରେ ଶାହରୁଖ ଖାନଙ୍କ ସହ ବମନ ଇରାନି ମଧ୍ୟ ନଜର ଆସିବେ । ସୂଚନା ମୁତାବକ, ବମନ ମିଡିଆରେ କହିଛନ୍ତି, ଯେ ମୁଁ ଏହି ଫିଲ୍ମ ଦେଖିସାରିଛନ୍ତି ଓ କିଙ୍ଗ୍ ଖାନଙ୍କର ଏହି ଫିଲ୍ମ ସୁପରହିଟ୍ ହେବାକୁ ଯାଉଛି । ତେବେ ରାଜକୁମାର ହିରାନୀଙ୍କ ଅନ୍ୟ ଚଳଚ୍ଚିତ୍ର ପରି ଏହି ଫିଲ୍ମ ‘ଡଙ୍କି’ ମଧ୍ୟ ଏଣ୍ଟରଟେନ୍ମେଣ୍ଟରେ ଭରପୂର ରିହିଛି ।
Trending
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
Prev Post
Next Post