ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଫିଲ୍ମ ଦେଖିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ଯାହା ଏବେ ଏବେ ରିଲିଜ ହୋଇଛି । ଏହି ପରାମର୍ଶ ଦେବା ପାଇଁ ସେ ଏକ ଭଲ ସ୍ଥାନ ଚୟନ କରିଛନ୍ତି । ଜାମ୍ମୁ-କାଶ୍ମୀରରେ ଏକ ସଭା ଥିଲା ଏବଂ ଫିଲ୍ମର ନାମ ହେଉଛି “ଆର୍ଟିକିଲ ୩୭୦’ ।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ମୁଁ ଶୁଣିଛି ଏକ ଫିଲ୍ମ ଆର୍ଟିକିଲ ୩୭୦ ରିଲିଜ ହୋଇଛି । ସେ ଫିଲ୍ମଟି ବହୁତ ଭଲ, ଏହାକୁ ଦେଖିବା ପରେ ଲୋକମାନଙ୍କୁ ସଠିକ ସୂଚନା ମିଳିବ’ । ତେବେ ଏହି ଫିଲ୍ମରେ ଏପରି କଣ ଅଛି ଯାହା ସମଗ୍ର ମିଡିଆ, ସଂସଦରେ ବିତର୍କ, ସୁପ୍ରିମକୋର୍ଟରେ ଏହି ମାମଲାର ପ୍ରକ୍ରିୟା ଏବଂ ବିଜେପି ନେତାମାନେ ଆର୍ଟିକିଲ ୩୭୦କୁ ନେଇ ପବ୍ଲିକକୁ ଜଣାଇନାହାନ୍ତି? ସେଥିପାଇଁ ଲୋକମାନଙ୍କ ମଧ୍ୟରେ ଏହି ଫିଲ୍ମ ଦେଖିବାକୁ ଏବଂ ଜାଣିବା ପାଇଁ ଉତ୍ସାହ ବଢିଛି ।
Trending
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
- ହଜାର ବର୍ଷର କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ: ମୁଖ୍ୟମନ୍ତ୍ରୀ
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
Prev Post
Next Post