ରାବଣ ଭୂମିକା ପାଇଁ ୧୫୦କୋଟି ନେବେ ୟଶ

‘ଦଙ୍ଗଲ୍‌’ ଏବଂ ‘ଛିଛୋରେ’ ପରି ଫିଲ୍ମ ବନାଇଥିବା ନିର୍ମାତା ନିତେଶ ତିୱାରୀ ‘ରାମାୟଣ’କୁ ବଡ଼ ପରଦାରେ ଦେଖାଇବାର ଯୋଜନା କରିଛନ୍ତି। ତେ‌ବେ ଶୁଣିବାକୁ ମିଳିଛି ଯେ ଏହି ‘ରାଏତେ ପରିଶ୍ରମ ପାଇଁ ୟଶ ସେଭଳି ଅଧିକ ପାରିଶ୍ରମିକ ଦାବି କରିଥିବା ଜଣାପଡ଼ିଛି। ଚର୍ଚ୍ଚା ହେଉଛି ଯେ, ରାମାୟଣ ପାଇଁ ୟଶ ୧୫୦କୋଟି ଟଙ୍କା ପାରିଶ୍ରମିକ ନେବେ।
ତେବେ ୟଶ ଯେତେ ଅଧିକ ଦିନ କାମ କରିବେ ସେ ହିସାବରେ ତାଙ୍କ ପାରିଶ୍ରମିକ ଆହୁରି ଅଧିକ ବଢ଼ିପାରେ ବୋଲି କୁହାଯାଉଛି।ମାୟଣ’ର ମୁଖ୍ୟ ଚରିତ୍ର ଅର୍ଥାତ, ରାମ ଓ ସୀତାଙ୍କ ଭୂମିକାରେ ଅଭିନେତା ରଣବୀର କପୁର ଓ ସାଇ ପଲ୍ଲବୀ ନଜର ଆସିବେ। ଏହା ସହ ରାବଣ ଚରିତ୍ରରେ ନଜର ଆସିବେ କେଜିଏଫ ଷ୍ଟାର ୟଶ।