ଏକ ସାକ୍ଷାତକାରରେ ଅଭିନେତା ରଣବୀର କପୁର କ୍ୟାଟ୍ରିନା କାଫେଙ୍କୁ ରାଗିଯାଇ ପାଟି କରୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ରେଡିଟ୍ ଦ୍ୱାରା ଶେୟାର କରାଯାଇଥିବା ଭିଡିଓରେ କ୍ୟାଟ୍ ରଣବୀରଙ୍କ ପାଖରେ ବସିଥିବାର ନଜିର ଆସିଛନ୍ତି। ଏହି ସମୟରେ ଆରଜେ ଜଣକ ରଣବୀରଙ୍କୁ ପ୍ରଶ୍ନ କରିଛନ୍ତି। କିନ୍ତୁ ଏହି ସମୟରେ କ୍ୟାଟ୍ ଉପରେ ପଡି ଜବାବ ଦେଉଥିବାର ଦେଖି ରଣବୀର ତାଙ୍କ ଉପରେ ରାଗି ଯାଇଛନ୍ତି।ରଣବୀର କହିଛନ୍ତି, କ୍ୟାଟ୍ରିନା, ସଟ୍ ଅପ୍। ଏବେ ଚୁପ୍ ହୋଇଯାଅ। ମୋତେ ଉତ୍ତର ଦେବାକୁ ଦିଅ। ଏତିକି ଶୁଣି କ୍ୟାଟ୍ କହିବାକୁ ଲାଗିଲେ, ରେକର୍ଡିଂ ଆରମ୍ଭ ହୋଇ ସାରିଛି କି? କ୍ୟାମେରା ଅନ୍ ଅଛି। ଏହାପରେ ରଣବୀର କହିଲେ, ତୁମେ ସବୁ କଥାରେ ବାଧା ଦେଉଛ। ମୁଁ ତୁମକୁ କିଛି କହିନି। ମୋତେ ମୋ ପ୍ରଶ୍ୱର ଉତ୍ତର ରଖିବାକୁ ସମ୍ପୂର୍ଣ୍ଣ ସ୍ବାଧୀନତା ରହିଛି। କହିରଖୁଛୁ କି, ଏହି ଭାଇରାଲ ଭିଡିଓଟି ପହୁତ ପୁରୁଣା। ‘ଜଗା ଜାସୁସ’ର ପ୍ରମୋଶନ ସମୟର ଏହି ଭିଡିଓଟି ବୋଲି ଜଣାପଡିଛି।
Trending
- ରାଜ୍ୟ କ୍ୟାବିନେଟ ବୈଠକ – ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ
- ବିହାରରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଚେଷ୍ଟା ଚଳାଇଛି ବିଜେପି , ଦିନକରେ ତିିନି ସ୍ଥାନରେ ଅମିତ ଶାହଙ୍କ ପ୍ରଚାର
- ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ
- ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
Prev Post
Next Post