ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ପ୍ରାୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ଏଇ କିଛି ଦିନ ହେବା ତାଙ୍କ ଫିଲ୍ମ ‘ଟାଇଗର ୩’ ରିଲିଜ ହୋଇଛି । ଏହା ସହ ଫିଲ୍ମଟି ବକ୍ସ ଅଫିସ୍ରେ ହଇଚଇ ସୃଷ୍ଟି କରିଛି । କ୍ୟାଟ୍ରିନା ସବୁବେଳେ ତାଙ୍କ ପ୍ରଫେସନାଲ ଲାଇଫ୍ ସହିତ ପ୍ରର୍ସନାଲ ଲାଇଫ୍କୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପ୍ରାୟତଃ ତାଙ୍କ ପ୍ରେଗ୍ନେସିର ଖବର ସାମ୍ନାକୁ ଆସୁଛି । କେବଳ ଏବେ ନୁହେଁ ବରଂ ବହୁତ ଦିନ ହେବା ଏହି ଖବର ଶୁଣିବା ପାଇଁ ମିଳୁଛି । ତେବେ ଏହା ମଧ୍ୟରେ ଅଭିନେତ୍ରୀଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିବା ମାତ୍ରେ ଫ୍ୟାନ୍ସଙ୍କ ଅନୁମାନ ଅଭିନେତ୍ରୀ ପ୍ରେଗ୍ନେଟ ଅଛନ୍ତି ।ତେବେ ସେହି ଭିଡିଓଟି ଏକ ଇଭେଣ୍ଟର । ସେଠାରେ କ୍ୟାଟ୍ରିନା କ୍ୟାଜୁଆଲ ଲୁକ୍ରେ ନଜର ଆସିଥିଲେ । ସେହି ଇଭେଣ୍ଟରେ କ୍ୟାଟ୍ରିନା ଜିନ୍ସ୍ ପ୍ୟାଣ୍ଟ୍ ସହ ଟପ୍ ଓ ଡେନିମ ଜେକ୍ୟାଟ୍ ପିନ୍ଧିଥିବାର ଦେଖିବା ପାଇଁ ମିଳିଛି । ଏହି ଭିଡିଓରେ ଦେଖିବାରିବେ ଯେ ତାଙ୍କ ଜ୍ୟାକେଟ୍ରେ ତାଙ୍କ ପେଟ ଲୁଚିଥିବାର । ହେଲେ ଯେତେବେଳେ ଅଭିନେତ୍ରୀ ଚାଲିବା ଆରମ୍ଭ କରିଛନ୍ତି, ସେହି ସମୟରେ ଦେଖିବାକୁ ମିଳିଛି, ଯେ ତାଙ୍କ ପେଟ ଅଳ୍ପ ବାହାରିଥିବାର । ତାଙ୍କ ପେଟ ଦେଖି ଫ୍ୟାନ୍ସ ଅନୁମାନ କରୁଛନ୍ତି ଯେ କ୍ୟାଟ୍ରିନା ପ୍ରେଗ୍ନେଟ୍ ଅଛନ୍ତି ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Prev Post