ସୋନିଟିଭିରେ ପ୍ରସାରିତ ରିୟଲିଟି ସୋ’ କୌନ୍ ବନେଗା କରୋଡ଼ପତି ( କେବିସି)ର ହଟସିଟ୍ରେ ବସି ପୂରା ସୋ’ର ସଂଚାଳନ ଅମିତାଭଙ୍କୁ ଘରେ ଘରେ ପରିଚିତ କରାଯାଇଛି। ହେଲେ ଦୁଃଖର କଥା ହେଉଛି ଆଜି ରାତିରେ ହିଁ କୌନ୍ ବନେଗା କରୋଡ଼ପତି ସିଜିନ୍ ୧୫ର ଶେଷ ଏପିସୋଡ଼ ଦେଖିବାକୁ ମିଳିବ। ଏହି କାରଣରୁ ବିଗ୍ ବିଙ୍କର ଏକ ଭାବବିହ୍ବଳ ମୁହୂର୍ତ୍ତର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।୮୧ ବର୍ଷୀୟ ଅମିତାଭ ହଟ୍ ସିଟ୍ରେ ବସନ୍ତି, ପ୍ରଶ୍ନ ପଚାରନ୍ତି, ଠିକ୍ ଉତ୍ତର ଦେଇ କୋଟି କୋଟି ଟଙ୍କା ଜିତିନିଅନ୍ତି ପ୍ରତିଯୋଗୀ। ହେଲେ ସେ ୮୧ ବର୍ଷୀୟ ବ୍ୟକ୍ତି ଜଣକ କେବଳ ପ୍ରଶ୍ନ ପଚାରନ୍ତି ନାହିଁ। ପ୍ରତିଯୋଗୀଙ୍କୁ ସେମାନଙ୍କ ହାଲ୍ଚାଲ୍, ଘରପରିବାର ବିଷୟରେ ବି ଭଲମନ୍ଦ ପଚାରି ବୁଝନ୍ତି। ତାଙ୍କର ଏହି ଅନ୍ଦାଜ ହିଁ ତାଙ୍କୁ କୋଟି କୋଟି ଲୋକଙ୍କ ମନର ରାଜା ବନାଇଛି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post