ବିଗ୍ ବସ୍ ସିଜନ ୧୭ ଶୋ’ ବହୁ ମଜାଦାର ଥିଲା । ଶୋ’ରେ ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାକୁ ନେଇ ଲୋକମାନଙ୍କ ବ୍ୟକ୍ତିଗତ ସହ ଜଡିତ କିଛି ମାମଲା ସାମ୍ନାକୁ ଆସିଥିଲା । ଏଥିରେ ବିକି ଜୈନ ଏବଂ ଅଙ୍କିତା ଲୋଖଣ୍ଡେଙ୍କ ମଧ୍ୟରେ ଝଗଡ଼ା ହେଉଥିବା ବେଳେ ଅନ୍ୟପଟେ ମୁନାୱାର ଫାରୁକିଙ୍କ ଉପରେ ଆୟାସା ଖାନ ଅନେକ ଅଭିଯୋଗ ଆଣିଥିଲେ । ମାମଲା କେବଳ ଏତିକିରେ ଶେଷ ହୋଇ ନଥିଲା । ଅଭିଷେକ କୁମାର ଏବଂ ଇଶା ମାଲବୀୟଙ୍କ ମଧ୍ୟରେ ମଧ୍ୟ ଅନେକ ବିବାଦ ଦେଖିବାକୁ ମିଳିଥିଲା । ଏହିପରି ଭାବେ ଦେଖୁ ଦେଖୁ ଶୋ ଫାଇନାଲରେ ପହଁଚିଯାଇଥିଲା ଏବଂ ଶୋ’କୁ ନିଜର ବିଜେତା ମଧ୍ୟ ମିଳିଗଲା । କଠିନ ପ୍ରତିଯୋଗିତା ଏବଂ ଅନେକ ଚ୍ୟାଲେଞ୍ଜ ମଧ୍ୟରେ ମୁନାୱାର ଫାରୁକି ‘ବିଗ୍ ବସ୍ ୧୭’ ଟ୍ରଫି ଜିତିଛନ୍ତି ।
Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Next Post