ବିଗ୍ ବସ୍ ସିଜନ ୧୭ ଶୋ’ ବହୁ ମଜାଦାର ଥିଲା । ଶୋ’ରେ ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାକୁ ନେଇ ଲୋକମାନଙ୍କ ବ୍ୟକ୍ତିଗତ ସହ ଜଡିତ କିଛି ମାମଲା ସାମ୍ନାକୁ ଆସିଥିଲା । ଏଥିରେ ବିକି ଜୈନ ଏବଂ ଅଙ୍କିତା ଲୋଖଣ୍ଡେଙ୍କ ମଧ୍ୟରେ ଝଗଡ଼ା ହେଉଥିବା ବେଳେ ଅନ୍ୟପଟେ ମୁନାୱାର ଫାରୁକିଙ୍କ ଉପରେ ଆୟାସା ଖାନ ଅନେକ ଅଭିଯୋଗ ଆଣିଥିଲେ । ମାମଲା କେବଳ ଏତିକିରେ ଶେଷ ହୋଇ ନଥିଲା । ଅଭିଷେକ କୁମାର ଏବଂ ଇଶା ମାଲବୀୟଙ୍କ ମଧ୍ୟରେ ମଧ୍ୟ ଅନେକ ବିବାଦ ଦେଖିବାକୁ ମିଳିଥିଲା । ଏହିପରି ଭାବେ ଦେଖୁ ଦେଖୁ ଶୋ ଫାଇନାଲରେ ପହଁଚିଯାଇଥିଲା ଏବଂ ଶୋ’କୁ ନିଜର ବିଜେତା ମଧ୍ୟ ମିଳିଗଲା । କଠିନ ପ୍ରତିଯୋଗିତା ଏବଂ ଅନେକ ଚ୍ୟାଲେଞ୍ଜ ମଧ୍ୟରେ ମୁନାୱାର ଫାରୁକି ‘ବିଗ୍ ବସ୍ ୧୭’ ଟ୍ରଫି ଜିତିଛନ୍ତି ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Next Post