ପ୍ରଥମ ଥର ପାଇଁ ବଡ ପରଦାରେ ନଜର ଆସିଛି ହ୍ରିତିକ-ଦୀପିକାଙ୍କ ଯୋଡି । ଏହି ଯୋଡିକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରୁଛନ୍ତି । ନିକଟରେ ଏହି ଫିଲ୍ମର ଦ୍ଵିତୀୟ ଗୀତ ‘ଇସ୍କ ଜୈସା କୁଛ’ ରିଲିଜ ହୋଇଛି । ଏହା ଏକ ରୋମାଣ୍ଟିକ ଟ୍ରାକ ।ଏହି ଗୀତରେ ହ୍ରିତିକ-ଦୀପିକାଙ୍କ ମଧ୍ୟରେ ଦମଦାର କେମେଷ୍ଟ୍ରି ସହ ରୋମାନ୍ସ ଦେଖିବାକୁ ମିଳିଛି । ଯାହାପରେ ହ୍ରିତିକ-ଦୀପିକାଙ୍କ ପାଇଁ ଫ୍ୟାନ୍ସମାନେ ଦିୱାନା ହୋଇଯାଇଛନ୍ତି । ରିଲିଜ ହେବା ମାତ୍ରେ ହି ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି ଏହି ଗୀତ । ଏହି ଗୀତକୁ ବିଶାଲ-ଶେଖର, ମେଲୋ-ଡି ଏବଂ ଶିଳ୍ପା ରାଓ ଗାଇଥିବାବେଳେ ବିଶାଲ-ଶେଖର ଏହାକୁ କମ୍ପଜୋ କରିଛନ୍ତି । ଆସନ୍ତା ଜାନୁଆରୀ ୨୫, ୨୦୨୪ରେ ଫିଲ୍ମ ‘ଫାଇଟର’ ସିନେମା ହଲରେ ରିଲିଜ ହେବ ।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Next Post