ବଲିଉଡର ହ୍ୟାଣ୍ଡସମ୍ ହଙ୍କ ଅର୍ଜୁନ କପୁର ଓ ଅଭିନେତ୍ରୀ ଭୂମି ପେଡନେକର ଗତ କିଛି ଦିନ ହେବ ନିଜ ଅପ୍କମିଂ ଫିଲ୍ମ ‘ଦ ଲେଡ୍ କିଲର୍’କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ତେବେ ଫିଲ୍ମ ମେକର୍ସ ଦୁହିଁଙ୍କ ଫ୍ୟାନ୍ସଙ୍କୁ ଏକ ବଡ ସର୍ପ୍ରାଇଜ୍ ଦେଇ ଫିଲ୍ମର ଟ୍ରେଲର ରିଲିଜ୍ କରିଛନ୍ତି । ଫିଲ୍ମର ଟ୍ରେଲର ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି । ଫିଲ୍ମଟି ସିନେମା ହଲ୍ରେ ହଇଚଇ ସୃଷ୍ଟି କରିବ ।ଟ୍ରେଲର୍ ଆରମ୍ଭ ଅର୍ଜୁନ କପୁରଙ୍କ ଠାରୁ ହୋଇଛି । ଷ୍ଟୋରୀରେ ଦେଖିବା ପାଇଁ ମିଳିଛି ଯେ ଅର୍ଜୁନ କପୁର ଏକ ନୂଆ ସହରକୁ ରହିବା ପାଇଁ ଯାଇଛନ୍ତି । ସେଠାରେ ସେ ଅଭିନେତ୍ରୀ ଭୂମି ପେଡନେକରଙ୍କ ସହ ତାଙ୍କ ଦେଖା ହେଉଛି । ତେବେ ଟ୍ରେଲରରେ ଅର୍ଜୁନ କପୁର ଏକ ଭିନ୍ନ ଲୁକ୍ରେ ନଜର ଆସିଛନ୍ତି ଏବଂ ଭୂମି ମଧ୍ୟ ଜବରଦସ୍ତ ଲୁକ୍ରେ ନଜର ଆସୁଛନ୍ତି । ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ରିଲିଜ ହେବା ମାତ୍ରେ ଏହାକୁ ଦର୍ଶକ ବହୁତ ହିଁ ପସନ୍ଦ କରୁଛନ୍ତି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post