ଚର୍ଚ୍ଚାରେ କିଙ୍ଗ ଖାଁ ଙ୍କ ସାନ ପୁଅ
ଗତ କିଛି ବର୍ଷ ବ୍ୟବଧାନରେ ଶାହରୁଖ ପରଦାକୁ ଫେରିବା ପରେ ତାଙ୍କୁ ଦର୍ଶକଙ୍କ ଭଲପାଇବା ମିଳିଥିଲା।ଧୀରୁଭାଇ ଅମ୍ବାନୀ ଆନ୍ତର୍ଜାତୀୟ ବିଦ୍ୟାଳୟରେ ଏଲକେଜିଠାରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ମାସକୁ ୧.୭୦ଲକ୍ଷ ଟଙ୍କା ଦେବାକୁ ପଡେ। ସେହିଭଳି ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାସକୁ ୪.୪୮ଲକ୍ଷ ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ମାସକୁ ପ୍ରାୟ ୯.୬୫ଲକ୍ଷ ଟଙ୍କା ଦେବାକୁ ପଡେ। ବିଦ୍ୟାଳୟର ଏହି ଫି’ ଢ଼ାଞ୍ଚାକୁ ଦେଖିଲେ ଅବରାମଙ୍କ ମାସିକ ସ୍କୁଲ ଫି’ ୧.୭୦ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।