୩୩ ବର୍ଷ ପରେ ଏକ ସଙ୍ଗେ କାମ କରିବାକୁ ଯାଉଛନ୍ତି । ରବିବାର ପ୍ରଡକ୍ସନ ବ୍ୟାନର ଗୋଟିଏ ଫ୍ରେମ୍ରେ ଦୁଇଜଣ ମେଗାଷ୍ଟାରଙ୍କର ଏକ ସଙ୍ଗେ ବିଟିଏସ୍ ଫଟୋ ସେୟାର କରିଛି ଓ କହିଛି କି ମୁମ୍ବାଇ ସେଡ୍ୟୁଲର ଶୁଟିଂ ଶେଷ ହୋଇଯାଇଛି । ଏହି ଫଟୋ ଫିଲ୍ମକୁ ନେଇ ଫ୍ୟାନ୍ସମାନଙ୍କ ଉତ୍ସାହ ବଢାଇ ଦେଇଛି ।ଦୁଇ ମେଗାଷ୍ଟାରଙ୍କ ପରଫେକ୍ଟ ଫ୍ରେମ ବିଶିଷ୍ଟ ଫଟୋଫ୍ରେମ ବିଶିଷ୍ଟ ଫଟୋ ସାମ୍ନାକୁ ଆସିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ଦେଖିବାକୁ ମିଳୁଛି କି ଅମିତାଭ ଅଫିସ୍ରେ ଗୋଟିଏ ରୁମ୍ରେ ଏକ ଚେୟାର ଉପରେ ବସି ନିଜ ଫୋନ୍ରେ କିଛି ଚେକ୍ କରୁଥିବାର ନଜର ଆସୁଛନ୍ତି । ଏହି ସମୟରେ ରଜନୀକାନ୍ତ ସ୍ମିତ ହସି ବିଗ୍ ବିଙ୍କ କାନ୍ଧରେ ହାତ ରଖି ଫୋନ୍କୁ ଚାହିଁଛନ୍ତି । ଏହି ସମୟରେ ରଜନୀକାନ୍ତ ଧଳା ସାର୍ଟ ଓ ଗ୍ରେ କଲରର କୋର୍ଟରେ ନଜର ଆସୁଥିବା ବେଳେ ରଜନୀକାନ୍ତ ଏହି ସିନ୍ ଲାଗି ବ୍ରାଉନ୍ ରଙ୍ଗର ସାର୍ଟ ପିନ୍ଧିଛନ୍ତି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post