ଶାହରୁଖ ଖାନ ଗୋଟିଏ ପରେ ଗୋଟିଏ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ହିଟ୍ ଫିଲ୍ମ ଦେଇଛନ୍ତି । ଏବେ ତାଙ୍କ ଅପକମିଂ ଫିଲ୍ମ ‘ଡଙ୍କି’ର ପ୍ରଥମ ରିଭ୍ୟୁ ସାମ୍ନାକୁ ଆସିଛି । ତେବେ ଖୁବ୍ ଶୀଘ୍ର ଏହି ଫିଲ୍ମ ସିନେମା ହଲରେ କ୍ରିସ୍ମାସରେ ରିଲିଜ୍ ହେବାକୁ ଯାଉଛି । କିଙ୍ଗ୍ ଖାନଙ୍କ ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମ ‘ଡଙ୍କି’ର ଅପେକ୍ଷ କରିଛନ୍ତି ।ଫିଲ୍ମ ବିଷୟରେ ବମନ ଇରାନି ଏକ ଇଭେଣ୍ଟରେ କହିଥିଲେ, ଯେ ଫିଲ୍ମରେ ଶାହରୁଖ ଖାନଙ୍କ ସହ ବମନ ଇରାନି ମଧ୍ୟ ନଜର ଆସିବେ । ସୂଚନା ମୁତାବକ, ବମନ ମିଡିଆରେ କହିଛନ୍ତି, ଯେ ମୁଁ ଏହି ଫିଲ୍ମ ଦେଖିସାରିଛନ୍ତି ଓ କିଙ୍ଗ୍ ଖାନଙ୍କର ଏହି ଫିଲ୍ମ ସୁପରହିଟ୍ ହେବାକୁ ଯାଉଛି । ତେବେ ରାଜକୁମାର ହିରାନୀଙ୍କ ଅନ୍ୟ ଚଳଚ୍ଚିତ୍ର ପରି ଏହି ଫିଲ୍ମ ‘ଡଙ୍କି’ ମଧ୍ୟ ଏଣ୍ଟରଟେନ୍ମେଣ୍ଟରେ ଭରପୂର ରିହିଛି ।
Trending
- ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ କାହିଁକି ଉଠାଇ ନେଲା EOW !
- ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
Prev Post
Next Post