ସବୁବେଳେ ଚର୍ଚ୍ଚାରେ ରହୁଥିବା ଉର୍ଫି ଜାଭେଦ ଏବେ ପୁଣିଥରେ ଚର୍ଚ୍ଚାରେ । ହେଲେ ଏଥର କୌଣସି ଡ୍ରେସ କିମ୍ବା ବୟାନ ପାଇଁ ନୁହେଁ, ବରଂ ଇନଷ୍ଟାଗ୍ରାମ ପାଇଁ ଚର୍ଚ୍ଚାରେ । ଉର୍ଫି ଜାଭେଦଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ସସ୍ପେଣ୍ଡ ହୋଇଛି । ଅଭିନେତ୍ରୀ ଜଣକ ସ୍କ୍ରିନ ସର୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ଭାଇରଲ ହେବାରେ ଲାଗିଛି ।ଉର୍ଫି ନିଜେ ମେସେଜ ସ୍କ୍ରିନସର୍ଟ ସେୟାର କରିଛନ୍ତି, ଯେଉଁଥିରେ ଆକାଉଣ୍ଟ ସସ୍ପେଣ୍ଡ ହୋଇଥିବା ଜଣାପଡିଛି । କିନ୍ତୁ ଏହାପରେ ଉର୍ଫି ନିକ ଆକାଉଣ୍ଟକୁ ରିକଭର କରିସାରିଛନ୍ତି । ଏହି ସ୍କ୍ରିନ ସର୍ଟରେ ମେଟା ତରଫରୁ ଅନେକ କଥା ଲେଖାଥିବା ଦେଖିବାକୁ ମିଳିଛି । ସ୍କ୍ରିନସର୍ଟରେ କୁହାଯାଇଛି, କମ୍ୟୁନିଟି ଗାଇଡଲାଇନ୍ସ ନ ମାନିବା ଯୋଗୁଁ ଇନଷ୍ଟାଗ୍ରାମ ସସପେଣ୍ଡ ହୋଇଛି ।
Trending
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
- ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ
- ପ୍ରଧାନମନ୍ତ୍ରୀ ଗୁରୁ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
- ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ
- ଗୁରୁ ହିଁ ସାକ୍ଷାତ ଈଶ୍ବର
- ଭାରତ ବନ୍ଦ କରିବ କି ୟୁକ୍ରେନ ଯୁଦ୍ଧ
Prev Post
Next Post