ମଲ୍ଟି ଟାସ୍କିଂ ଷ୍ଟାଫ୍ (ଏମଟିଏସ୍) ଏବଂ ହାବିଲଦାର ପଦବୀ ପାଇଁ ନିଯୁକ୍ତି ପରୀକ୍ଷା ପାଇଁ କର୍ମଚାରୀ ଚୟନ ଆୟୋଗ (ଏସଏସସି) ଆଡମିଟ୍ କାର୍ଡ ଜାରି କରିଛି । ଆଡମିଟ୍ କାର୍ଡଗୁଡିକ ଅନଲାଇନ ମାଧ୍ୟମରେ ଏସଏସସିର ରିଜନ୍ ଭାବରେ ୱେବସାଇଟରେ ଡାଉନଲୋଡ ଡାଉନଲୋଡ୍ ପାଇଁ ଉପଲବ୍ଧ କରାଯାଇଛି ।ପରୀକ୍ଷାରେ ଭାଗ ନେବାକୁ ଯାଉଥିବା ପ୍ରାର୍ଥୀମାନେ ତୁରନ୍ତ ଅଫିସିଆଲ୍ ୱେବସାଇଟ୍ ଯାଇ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଆପଣଙ୍କ ସୁବିଧା ପାଇଁ ଏହି ପେଜରେ ଆଡମିଟ୍ କାର୍ଡର ଏକ ଡାଇରେକ୍ଟ ଲିଙ୍କ୍ ଦିଆଯାଇଛି, ଯେଉଁଥିରେ ଆପଣ ସିଧାସଳଖ ଆଡମିଟ୍ କାର୍ଡ କ୍ଲିକ୍ କରି ଡାଉନଲୋଡ୍ କରିପାରିବେ ।ପ୍ରାର୍ଥୀଙ୍କ ସୂଚନା ପାଇଁ କହିରଖୁଛୁ କି, ମଧ୍ୟପ୍ରଦେଶ, କେନ୍ଦ୍ରୀୟ, ପଶ୍ଚିମ, ଉତ୍ତର ପଶ୍ଚିମ ଏବଂ ଉତ୍ତର ପୂର୍ବ ଅଞ୍ଚଳ ପାଇଁ ୫ ଟି ଅଞ୍ଚଳ ପାଇଁ ଏସଏସସି ଦ୍ୱାରା ଆଡମିଟ୍ କାର୍ଡ ଜାରି କରାଯାଇଛି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post