UPSCର ସ୍ପେଶାଲିଷ୍ଟ ପଦ ପାଇଁ ବାହାରିଲା ନିଯୁକ୍ତି

ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି । ସଂଘ ଲୋକ ସେବା ଆୟୋଗ, ୟୁପିଏସସି ସ୍ପେଶାଲିଷ୍ଟ ପଦ ପାଇଁ ନିଯୁକ୍ତି ବାହାର କରିଛି । ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ପ୍ରଥମେ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ପଢ଼ନ୍ତୁ ଓ ଏହାପରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରନ୍ତୁ ।
ପୋଷ୍ଟ :-
ୟୁପିଏସସିରେ ସ୍ପେଶାଲିଷ୍ଟର ୮୭ ଟି ପଦବୀ ପାଇଁ ନିଯୁକ୍ତି ବାହାରିଛି । ଏହି ପ୍ରକାର ପୋଷ୍ଟଗୁଡିକରେ ହେବ ନିଯୁକ୍ତି…
ସ୍ପେଶାଲିଷ୍ଟ ତୃତୀୟ ଶ୍ରେଣୀ (ଆନାସ୍େଥସିଓଲୋଜି): ୪୬ ଟି ପୋଷ୍ଟ ।
ସ୍ପେଶାଲିଷ୍ଟ ତୃତୀୟ ଶ୍ରେଣୀ (ବାୟୋକେମିଷ୍ଟ୍ରି): ୧ ପୋଷ୍ଟ ।
ସ୍ପେଶାଲିଷ୍ଟ ତୃତୀୟ ଶ୍ରେଣୀ (ଫରେନସିକ୍ ମେଡିସିନ୍): ୭ ଟି ପୋଷ୍ଟ ।
ସ୍ପେଶାଲିଷ୍ଟ ତୃତୀୟ ଶ୍ରେଣୀ (ମାଇକ୍ରୋବିଓଲୋଜି): ୯ ଟି ପୋଷ୍ଟ ।
ସ୍ପେଶାଲିଷ୍ଟ ତୃତୀୟ ଶ୍ରେଣୀ (ପାଥୋଲୋଜି): ୭ ଟି ପୋଷ୍ଟ ।
ସ୍ପେଶାଲିଷ୍ଟ ତୃତୀୟ ଶ୍ରେଣୀ (ପ୍ଲାଷ୍ଟିକ୍ ସର୍ଜରୀ ଏବଂ ପୁନଃ ନିର୍ମାଣକାରୀ ସର୍ଜରୀ): ୮ ଟି ପୋଷ୍ଟ ।