ନେସନାଲ ଥର୍ମାଲ ପାୱାର କର୍ପୋରେସନ ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରାଯାଇଥିଲା। ଯାହା ଅନୁଯାୟୀ, ସଂସ୍ଥାରେ ବମ୍ପର ପଦରେ ନିଯୁକ୍ତି ଦିଆଯିବ। ଏହି ଅଭିଯାନ ପାଇଁ ଆବେଦନ କରିବାର ଆଶାୟୀ ପ୍ରାର୍ଥୀ ଖୁବଶିଘ୍ର ଆବେଦନ କରନ୍ତୁ। ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ପାଖେଇ ଆସିଲାଣି।ପ୍ରାର୍ଥୀ ଆବେଦନ କରିବା ପାଇଁ ଏନଟିପିସିର ଅଫିସିଆଲ ୱେବସାଇଟ ntpc.co.in କୁ ଯାଇ ଆବେଦନ କରିବାକୁ ହେବ। ପ୍ରାର୍ଥୀ ଏହି ଅଭିଯାନ ପାଇଁ ୨୮ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଅବେଦନ କରିପାରିବେ। ଏହି ଅଭିଯାନ ମାଧ୍ୟମରେ ସମୁଦାୟ ୨୫୦ ପଦବୀ ପୂରଣ ହେବ। ଏହି ନିଯୁକ୍ତି ଇଲେକ୍ଟ୍ରିକାଲ ଇରେକ୍ସନ, ମେକାନିକାଲ ଇରେକ୍ସନ, କଣ୍ଟ୍ରୋଲ ଆଣ୍ଡ ଇନଷ୍ଟ୍ରୁମେଣ୍ଟେସନ ଇରେକ୍ସନ ଏବଂ ସିଭିଲ କନଷ୍ଟ୍ରକ୍ସନ କ୍ଷେତ୍ରରେ ଡେପୁଟି ମ୍ୟାନେଜର ପଦ ଉପରେ କରାଯାଇଛି
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post