ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି,ସେମାନେ NHAI ର ଅଫିସିଆଲ୍ ୱେବସାଇଟ୍, nhai.gov.in ପରିଦର୍ଶନ କରି ଆବେଦନ କରିପାରିବେ। ତେବେ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏଥିରେ ସମୁଦାୟ ୬୦ଟି ପଦବୀ ସଂଖ୍ୟା ରହିଛି। ଯେଉଁଥିରେ ସାଧାରଣ ବର୍ଗ ପାଇଁ ୩୧ପଦବୀ ରହିଛି ଓ ଅନୁସୁଚିତ ଜାତି ପାଇଁ ୯ ପଦବୀ ରହିଛି। ସେହିପରି ଅନୁସୂଚିତ ଜନଜାତି ପାଇଁ ୫ଟି ପଦବୀ ରହିଛି। ଅନ୍ୟପଟେ OBC-NCL ପାଇଁ ୧୧ ପଦବୀ ଓ EWS ପାଇଁ ୪ଟି ପଦବୀ ରହିଛି। ତେବେ ନିଯୁକ୍ତି ପ୍ରକ୍ରିୟା ଲିଖିତ ପରୀକ୍ଷା ଓ ମେରିଟ୍ ଆଧାରରେ ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯିବ ବୋଲି କୁହାଯାଇଛି।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post