ଫରେଷ୍ଟ ଗାର୍ଡ ପଦବୀ ଖାଲି

୧୨ଶ ପାସ୍‌ କରିଥିବା ପ୍ରାର୍ଥୀ କରନ୍ତୁ ଆବେଦନ

ଫରେଷ୍ଟ ଗାର୍ଡ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । କର୍ଣ୍ଣାଟକ ଫରେଷ୍ଟ ବିଭାଗରେ ଭର୍ତ୍ତି ପାଇଁ ଏକ ନୋଟିଫିକେସନ ଜାରି ହୋଇଛି । ଏହି ଅନୁଯାୟୀ ରାଜ୍ୟରେ ବମ୍ପର ପଦବୀରେ ଭର୍ତ୍ତି କରାଯିବ । ଏହି ଅଭିଯାନ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ aranya.gov.in କୁ ଯାଇ ଆବେଦନ କରିପାରିବେ । ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୩୦ ଡିସେମ୍ବର ୨୦୨୩ ରହିଛି ।