ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସେନାର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ରବିବାର ସକାଳେ ସେ ଯବାନଙ୍କ ସହ ଦୀପାବଳି ପାଳନ କରିବା ଲାଗି ହିମାଚଳ ପ୍ରଦେଶର ଲେପଚା ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ଏ ବିଷୟରେ ସୂଚନା ଦେଇ ଲେଖିଛନ୍ତି, ଆମ ଦେଶର ବାହାଦୂର ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଲିବା ଲାଗି ହିମାଚଳ ପ୍ରଦେଶ ଲେପଚା ଆସିଛି ।
Trending
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି
- ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଓ ରାହୁଲଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ
- ଦୃଷ୍ଟିବାଧିତ ମାଆ କୋଳକୁ ଫେରିଲା ଅପହୃତ କୁନି ଶିଶୁ
- ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି,୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧ ଦେବାକୁ ପଡିବ ନାହିିଁ
- କଂଗ୍ରେସ କାହିଁକି ଜଣେ ମୁସଲମାନ ସଭାପତିଙ୍କ ନାମ ଘୋଷଣା କରୁନାହିଁ – ମୋଦୀ
- ଆଜିଠୁ ଓଡିଶା ଉପକୂଳ ସମୁଦ୍ରରେ ମାଛଧରା ନିଷେଧ
- ଘରକୁ ଫେରୁଥିଲେ ଧକ୍କାଦେଲା ସ୍କୁଟି – 3 ଗୁରୁତର
- ହିସାରରୁ ଅଯୋଧ୍ୟାକୁ ଉଡ଼ିବ ବିମାନ
- ଘଟଗାଁ ତାରିଣୀ ପୀଠରେ ମା’ଙ୍କ ୮୯ତମ ଚଇତି ପର୍ବ – ମା’ଙ୍କ ଦର୍ଶନ କରି ସାନ୍ନିଧ୍ୟ ଲାଭ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post