ସମଗ୍ର ଓଡିଶାରେ ଜଳ ପ୍ରବାହିତ ହେବା ସହ ଚାରି ଆଡୁ ମାଡିବ ପାଣି । ୭ ଦିନ ହେବ ଭୟଙ୍କର ଝଡ ତୋଫାନ । ଆଉ ମାଡି ଆସୁଛି ଭୟଙ୍କର ପ୍ରଳୟ । ସାତଦିନ ଅନ୍ଧାର ହେବ ଭୟଙ୍କର ପ୍ରଳୟ ହେବ ଏହାକୁ ନେଇ ମାଳିକାରା ଭକ୍ତ ମାନେ କହୁଥିବା ବେଳେ ଏହା ଶୁଣିବା ପରେ କେହି ଭୟଭିତ ହୁଅନ୍ତୁ ନାହିଁ ମାଳିକାର ଭକ୍ତ ମାନେ କହୁଛନ୍ତି ଭଗବାନ ଶରଣଂ ନେଲେ ସବୁ କିଛି ଠିକ୍ ହୋଇଯିବା ଏ ପରି କିଛି କହୁଥିବା ବେଳେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବଦଳିବ ବାରମାସ , ହେବ ୧୩ ମାସ ଆଉ ଠିକ୍ ସେହି ସମୟରେ ହେବାକୁ ଯାଉଛି ବିନାଶ । ଆକାଶରୁ ଅଗ୍ନି ବର୍ଷା ହେବା ସହ ସମୁଦ୍ରରୁ ହେବ ଓଲଟା ଲହଡି ଖେଳିବ ଆଉ ଶୁଖିଯିବ ନଦୀ ,ହ୍ରଦ, ପାଣି ପାଇଁ ସମସ୍ତେ ଘୁରି ବୁଲିବେ । ଆଉ ସବୁଠି ମର ଶରୀର ଦୃଶ୍ୟ ମାନ ହେବ ।ବଦଳିଯିବ ଧରାପୃଷ୍ଟର ବାତାବରଣ । ପ୍ରକୃତି ହେବ ଅଶାନ୍ତ ଏମିତି ଅନେକ କିଛି ଖରାପ ହେବାକୁ ଯାଉଛି । କଳିଯୁଗ ଶେଷ ହେବ କିନ୍ତୁ ହଁ ଏଠି ପ୍ରଶ୍ନ ଉଠୁଛି । ଏହା କେତେ ସତ ଏଠି କହିବାକୁ ଚାହିଁବୁ ଏହି ଅଘଟଣ ମାନ ଖୁବ୍ ନିକଟର ଆଉ ଏହା କୌଣସି ମିଥ୍ୟା ନୁହେଁ କି ଏ ସବୁ କହି ଆମେ କାହାକୁ ଭୟଭିତ କରୁ ନାହୁଁ ବରଂ ମାଳିକାରେ ବର୍ଣ୍ଣିତ କଥାକୁ ଆପଣଙ୍କ ସମ୍ନାରେ ଆମେ ରଖୁଛୁ ଯାହା ଦ୍ୱାରା ସମସ୍ତେ ସର୍ତକ ହୋଇଯାଆନ୍ତୁ । ଏକ ନିର୍ଦ୍ଧଷ୍ଟ ସମୟରେ କଳକୀ ଅବତାର ଅବତାରଣ କରିବେ କାଳ ନୀର୍ଘଣ୍ଟ ପରିସଂଖ୍ୟାନରୁ ଜଣାଯାଇଛି ଚୁତଃଯୁଗ ର ପରିଗଣାରେ କଳିଯୁଗର ଆରମ୍ଭ ଏବଂ ଶେଷ ସମୟ ରେଖା ୫୦୦ ସହସ୍ର ମଧ୍ୟରେ ସୀମିତ ଏମିତି ଅନେକ କିଛି ଆଗାମୀ ସନ୍ଦେଶ ମାଳିକା ପୁସ୍ତକରେ ଦେଖିବାକୁ ମିଳିବ , ଆସି ଯାଇଛି କଳିଯୁଗର ଅନ୍ତ ସମୟ । ଯେଉଁ ସବୁ କଥା ମହାପୁରୁଷ ମାନେ କହି ଯାଇଚନ୍ତି ତାହା କେବେ ବି ଅନ୍ୟଥା ଯିବ ନାହିଁ ।
Trending
- ସାରା ଦେଶରେ ଜାଲି ଭୋଟର କାର୍ଡ ଯାଞ୍ଚ ହେବ
- ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା
- ଅସନ୍ତୁଷ୍ଟ ନେତାଙ୍କ ଉପରେ ବର୍ଷିଲେ ମନ୍ମଥ, ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର
- ୪ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀସ୍ତରରେ ଅଦଳବଦଳ
- ଆସୁଛି ଆଉ ଏକ ଲଘୁଚାପ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
Prev Post
Next Post