ଏହି ସହରରେ ପଡିଲା ଲକ ଡାଉନ

ମେଟ୍ରୋ ଟିଭି ଓଡିଶା (୩୦.୪.୨୦୨୨)

କରୋନା ଭାଇରସ କାରଣରୁ ଚୀନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦେଶର ଅନେକ ସ୍ଥାନରେ ଏବେ ଲକଡାଉନ ଜାରି ଥିବା ବେଳେ ଲୋକେ ଖାଇବା-ପିଇବା ନେଇ କଷ୍ଟ ଅନୁଭବ କରୁଛନ୍ତି । କରୋନା ପରିସ୍ଥିତି ଜଟିଳ ହୋଇଥିବାରୁ ବୃହତ୍ତ ସହର ସାଙ୍ଘାଇରେ ଲକ୍‌ଡାଉନ୍ ଜାରି ରହିଛି । ଲୋକଙ୍କୁ କଟକଣା ଭିତରେ ରହିବାକୁ ପଡୁଛି । ଘରୁ ବାହାରକୁ ଯିବା ଶକ୍ତ ମନା ହୋଇଛି । ଅଧିକାରୀମାନେ ବେଜିଂର ସୁରକ୍ଷା ପାଇଁ ଲାଗିପଡ଼ିଛନ୍ତି । ଲୋକଙ୍କୁ କଟକଣା ଭିତରେ ରହିବାକୁ ପରାମର୍ଶ ଦେଇଛନ୍ତି । 

ଚୀନର କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ଉପରେ ଅଭିଯୋଗ ଅଣାଯାଉଛି । କାରଣ ୨୫ ମିଲିୟନ ଲୋକ ସହିତ ଚୀନର ସବୁଠାରୁ ବଡ଼ ସହର ଶାଙ୍ଘାଇରେ ବିଗତ ୨ ବର୍ଷରୁ ଅଧିକ ସମୟ ଭିତରେ କରୋନାର ସବୁଠାରୁ ଖରାପ ସ୍ଥିତି ଦେଖାଯାଇଛି । ବ୍ୟବସାୟ ଓ କାରଖାନା ବନ୍ଦ ପଡ଼ିଛି । ଆର୍ଥିକ ରାଜଧାନୀର ସଡ଼କରେ ଲୋକମାନେ ଯିବାଆସିବା ବନ୍ଦ କରିଦେଇଛନ୍ତି । କରୋନା ଭାଇରସ କାରଣରୁ ଚୀନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦେଶର ଅନେକ ସ୍ଥାନରେ ଏବେ ଲକଡାଉନ ଜାରି ଥିବା ବେଳେ ଲୋକେ ଖାଇବା-ପିଇବା ନେଇ କଷ୍ଟ ଅନୁଭବ କରୁଛନ୍ତି । କରୋନା ପରିସ୍ଥିତି ଜଟିଳ ହୋଇଥିବାରୁ ବୃହତ୍ତ ସହର ସାଙ୍ଘାଇରେ ଲକ୍‌ଡାଉନ୍ ଜାରି ରହିଛି । ଲୋକଙ୍କୁ କଟକଣା ଭିତରେ ରହିବାକୁ ପଡୁଛି । ଘରୁ ବାହାରକୁ ଯିବା ଶକ୍ତ ମନା ହୋଇଛି । ଅଧିକାରୀମାନେ ବେଜିଂର ସୁରକ୍ଷା ପାଇଁ ଲାଗିପଡ଼ିଛନ୍ତି । ଲୋକଙ୍କୁ କଟକଣା ଭିତରେ ରହିବାକୁ ପରାମର୍ଶ ଦେଇଛନ୍ତି ।