ହ୍ୱାଟ୍ସଅପ ଲଗାତାର ଭାବରେ ୟୁଜରର୍ସମାନଙ୍କ ପାଇଁ ନୂଆ ନୂଆ ଫିଚର ଆଣିବାକୁ ଚେଷ୍ଟା କରୁଛି । ୟୁଜରମାନଙ୍କୁ ହ୍ୱାଟ୍ସଅପ ବ୍ୟବହାର କରିବାକୁ ସୁବିଧା ହେବା ପାଇଁ ଏବଂ ନୂଆ ଏକ୍ସପିରିଏନ୍ସ ପାଇଁ କମ୍ପାନୀ ନୂଆ ନୂଆ ଫିଚର ଆଣୁଛି । ଏବେ କିଛି ଦିନ ପୂର୍ବରୁ ହ୍ୱାଟ୍ସଅପ ଚ୍ୟାନେଲ ଫିଚର ଏଥିରେ ଯୋଡିଥିଲା । ଏହା ଦ୍ୱାର ୟୁଜରମାନେ ସେଲିବ୍ରିଟିଙ୍କ ସହିତ ଅପଡେଟ ହୋଇ ପାରିବେ । ଏବେ ଆଉ ଏକ ଫିଚର ଆଣିବ ହ୍ୱାଟ୍ସଅପ । ଏହା ଦ୍ୱାରା ଆପରେ ମଧ୍ୟ ଆପଣ ୟୁଜର ନେମ ସିଲେକ୍ଟ କରିପାରିବେ ହ୍ୱାଟ୍ସଅପ । ୟୁଜର ମାନଙ୍କୁ ଖୁବଶିଘ୍ର ୟୁଜର ନେମ କରିବା ପାଇଁ ଅପସନ ମିଳିବ ।କମ୍ପାନୀ ଏବେ ଏହାର ସେଟିଙ୍ଗ କରୁଛି । ଆଗରୁ ଆଣ୍ଡ୍ରଏଡ ନେଇ ମଧ୍ୟ ଏପରି ଅପଡେଟ ସାମ୍ନାକୁ ଆସିଥିଲା । ଲାଟେଷ୍ଟ ରିପୋର୍ଟରୁ ଏହା ଜଣା ପଡିଛି ଆଇଓଏସ ଓ ଆଣ୍ଡ୍ରଏଡ ଦୁଇଟି ପ୍ଲାଟଫର୍ମରେ ଜାରି କରାଯିବ । ୟୁଜର ହ୍ୱାଟ୍ସଅପ ୟୁଜର ନେମକୁ ଅନେକ ପ୍ରକାର ମୋଡିଫାଏ କରିପାରିବେ । ୟୁଜର ଏଥିରେ ଆଲଫ୍ଲା ନ୍ୟୁମେରିକ ବ୍ୟବହାର କରିପାରିବେ, ଏହା ସହିତ ସିଲେକ୍ଟଡ ସ୍ପେସାଲ କ୍ୟାରେକଟର ମଧ୍ୟ ବ୍ୟବହାର କରିପାରିବେ । ଏବେ ଏହା ଡେଭଲପର ଫେଜରେ ରହିଛି । ଖୁବ ଶିଘ୍ର ଏହା ୟୁଜର ମାନଙ୍କୁ ମିଳିବ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post