ହ୍ୱାଟ୍ସଅପ ଲଗାତାର ଭାବରେ ୟୁଜରର୍ସମାନଙ୍କ ପାଇଁ ନୂଆ ନୂଆ ଫିଚର ଆଣିବାକୁ ଚେଷ୍ଟା କରୁଛି । ୟୁଜରମାନଙ୍କୁ ହ୍ୱାଟ୍ସଅପ ବ୍ୟବହାର କରିବାକୁ ସୁବିଧା ହେବା ପାଇଁ ଏବଂ ନୂଆ ଏକ୍ସପିରିଏନ୍ସ ପାଇଁ କମ୍ପାନୀ ନୂଆ ନୂଆ ଫିଚର ଆଣୁଛି । ଏବେ କିଛି ଦିନ ପୂର୍ବରୁ ହ୍ୱାଟ୍ସଅପ ଚ୍ୟାନେଲ ଫିଚର ଏଥିରେ ଯୋଡିଥିଲା । ଏହା ଦ୍ୱାର ୟୁଜରମାନେ ସେଲିବ୍ରିଟିଙ୍କ ସହିତ ଅପଡେଟ ହୋଇ ପାରିବେ । ଏବେ ଆଉ ଏକ ଫିଚର ଆଣିବ ହ୍ୱାଟ୍ସଅପ । ଏହା ଦ୍ୱାରା ଆପରେ ମଧ୍ୟ ଆପଣ ୟୁଜର ନେମ ସିଲେକ୍ଟ କରିପାରିବେ ହ୍ୱାଟ୍ସଅପ । ୟୁଜର ମାନଙ୍କୁ ଖୁବଶିଘ୍ର ୟୁଜର ନେମ କରିବା ପାଇଁ ଅପସନ ମିଳିବ ।କମ୍ପାନୀ ଏବେ ଏହାର ସେଟିଙ୍ଗ କରୁଛି । ଆଗରୁ ଆଣ୍ଡ୍ରଏଡ ନେଇ ମଧ୍ୟ ଏପରି ଅପଡେଟ ସାମ୍ନାକୁ ଆସିଥିଲା । ଲାଟେଷ୍ଟ ରିପୋର୍ଟରୁ ଏହା ଜଣା ପଡିଛି ଆଇଓଏସ ଓ ଆଣ୍ଡ୍ରଏଡ ଦୁଇଟି ପ୍ଲାଟଫର୍ମରେ ଜାରି କରାଯିବ । ୟୁଜର ହ୍ୱାଟ୍ସଅପ ୟୁଜର ନେମକୁ ଅନେକ ପ୍ରକାର ମୋଡିଫାଏ କରିପାରିବେ । ୟୁଜର ଏଥିରେ ଆଲଫ୍ଲା ନ୍ୟୁମେରିକ ବ୍ୟବହାର କରିପାରିବେ, ଏହା ସହିତ ସିଲେକ୍ଟଡ ସ୍ପେସାଲ କ୍ୟାରେକଟର ମଧ୍ୟ ବ୍ୟବହାର କରିପାରିବେ । ଏବେ ଏହା ଡେଭଲପର ଫେଜରେ ରହିଛି । ଖୁବ ଶିଘ୍ର ଏହା ୟୁଜର ମାନଙ୍କୁ ମିଳିବ ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post