ପ୍ରତିଦିନ ନୂଆ ରେର୍କଡ କରୁଛି ସୁନା । ଦିଲ୍ଲୀ ଏନସିଆର ଅନ୍ତର୍ଗତ ସୁନା ବଜାର ରେ ବର୍ତ୍ତମାନର ସୁନାର ମୂଲ୍ୟ ୧୦ ଗ୍ରାମ ୭୩.୪୭୦ ରହିଛି । ଯାହାକି ବର୍ତ୍ତମାନ ବଜାରରେ ଅଧିକ ଦର ରହିଛି । କେବଳ ସୁନା ଦର ନୁହେଁ ରୂପାର ଦର ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।ରୂପାର ମୂଲ୍ୟ ବର୍ତ୍ତମାନ ବଜାରରେ କେଜି ଦର ପ୍ରତି ୮୬,୬୦୦ ରହିଛି । ଏଭଳି ସ୍ଥିତିରେ ଅନ୍ତଜାତୀୟ ବଜାରରେ ଏହାର ମୂଲ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଯଦି ଆମେ ଗତ ୬ ମାସ ଭିତରେ ଦେଖିବା ତେବେ ସୁନାର ମୂଲ୍ୟ ୨୦ରୁ ୨୫ ପ୍ରତିଶତ ବୃଦ୍ଧି ପାଇଛି ।ଅନ୍ତର୍ଜାତୀୟ ବଜାରର କମେକ୍ସରେ ସୁନା ପ୍ରତି ଦର ଏବେ ଆଉନ୍ସ ଦର ଏବେ ୨,୩୮୮ ଡଲାରରେ କାରବାର ହେଉଛି । ଯାହାକି ପାଖାପାଖି ୪୮ଡଲାରରୁ ଅଧିକ ରହିଛି । ବର୍ତ୍ତମାନ ଭୂ-ରାଜନୈତିକ କାରଣରୁ ହେଉଥିବା ଯୋଗଁ ସୁନାର ମୂଲ୍ୟ ବୃଦ୍ଦି ପାଇଥିବା କହିଛନ୍ତି ରିଟେଲ ଜ୍ୱେଲର କମ୍ଫାନୀ ସେନକୋ ଗୋଲ୍ଡ ଲିମିଟେଡ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post