ଫ୍ଲିପକାର୍ଟ ଦେଉଛି iPhone ଉପରେ ଦମଦାର ଡିସକାଉଣ୍ଟ ଅଫର। iPhone 11ର ମୂଲ୍ୟ ହଠାତ ହ୍ରାସ ପାଇଛି । ୨,୯୯୯ରେ iPhone, ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉନଥିବ । ଫ୍ଲିପକାର୍ଟ iPhone ଉପରେ ଦମଦାର ଡିସକାଉଣ୍ଟ ଅଫର ଦେଉଛି । ଯଦି ଆପଣ ନୂଆ iPhone କିଣିବାକୁ ଚାହୁଁଛନ୍ତି ତେବେ ଏହି ସମୟ ହିଁ ଆପଣଙ୍କ ପାଇଁ ଉଚିତ ହେବ । ଯଦି ଆପଣ iPhone କେବେ ବ୍ୟବହାର କରି ନାହାନ୍ତି କିମ୍ବା ଏହି ଫୋନକୁ ଏକ୍ସପେରିଏନ୍ସ କରିବାକୁ ଚାହୁଁଛନ୍ତି ତେବେ ଆପଣ iPhone 11କୁ କିଣି ପାରିବେ । ଏହି iPhone ବର୍ତ୍ତମାନ ଏକ ପକେଟ୍ ଫ୍ରେଣ୍ଡଲି ଫୋନ ହୋଇଯାଇଛି, ଯାହା ପ୍ରିମିୟମ ସ୍ମାର୍ଟଫୋନ କାଟାଗୋରୀରେ ଆସୁଛି । ଆପଣ ଏବେ iPhone 11କୁ ୩୦୦୦ଟଙ୍କା ଶସ୍ତାରେ ଫ୍ଲିପକାର୍ଟରୁ କିଣିପାରିବେ । ତେବେ ଆସନ୍ତୁ ଜାଣିବା କିପରି ଏହି iPhoneକୁ ଆପଣ ଏତେ ଶସ୍ତାରେ କିଣି ପାରିବେ ।। ଯଦି ଆପଣ ପୁରୁଣା ସ୍ମାର୍ଟଫୋନ ଏକ୍ସେଚେଞ୍ଜ କରୁଛନ୍ତି ତେବେ ଆପଣଙ୍କୁ ଅଫ୍ ମିଳିବ । କିନ୍ତୁ ଆପଣଙ୍କ ଫୋନ ଲାଟେଷ୍ଟ ଏବଂ ଭଲ କଣ୍ଡିସନରେ ଥିଲେ ହିଁ ୩୩,୧୦୦ ଟଙ୍କାର ଅଫ୍ ମିଳିବ। ଯଦି ଆପଣ ସମସ୍ତ ଅଫର୍ ପାଇବାରେ ସଫଳ ହେଲେ ତେବେ iPhone ର ମୂଲ୍ୟ ୨,୯୯୯ ଟଙ୍କା ହେଇଯିବ ।Apple iPhone 11ରେ 6.1 ଇଞ୍ଚର ବ୍ରାଇଟ୍ ସ୍କ୍ରିନ ମିଳିଥାଏ । ଏହା Appleର A13 ବାୟୋନିକ ଚିପ୍ ଦ୍ୱାରା ଚାଲିଥାଏ । ଯାହା ବହୁତ ଶୀଘ୍ର କାମ କରେ। ଏହି ପ୍ରିମିୟମ ସ୍ମାର୍ଟଫୋନରେ ୧୨ ମେଗାପିକ୍ସେଲ ଲେନ୍ସ ସହ ଦୁଇଟି କ୍ୟାମେରା ରହିଛି । ଏହା ଦ୍ୱାରା ଆପଣ 4K କ୍ବାଲିଟିରେ ଭଲ ଫୋଟୋ ଏବଂ ଭିଡିଓ ରେକର୍ଡ କରିପାରିବେ । ଏଥିରେ ନାଇଟ୍ ମୋଡ୍, ପୋଟ୍ରେଟ୍ ମୋଡ୍ ଏବଂ ସ୍ମାର୍ଟ HDR ଭଳି ଫିଚର୍ସ ରହିଛି ।
Trending
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
Prev Post