ଦୀର୍ଘ ସମୟର ଅପେକ୍ଷା ପରେ ରୟାଲ୍ ଏନଫିଲ୍ଡ ଶେଷରେ ନିଜର ନୂଆ ହିମାଲୟାନ ଅର୍ଥାତ Himalayan 450 ଲଞ୍ଚ କରିଛି । ନୂଆ Himalayan 450ରେ କେବଳ ପାଓ୍ଵାରଫୁଲ ଇଞ୍ଜିନ ଦିଆଯାଇଛି ତାହା ନୁହେଁ ଏଥିରେ ଦମଦାର ଫିଚର ସହ ବଢ଼ିଆ ଡିଜାଇନ ବି ଦିଆଯାଇଛି । ତେବେ ଆସନ୍ତୁ ଜାଣିବା ନୂଆ ରୟାଲ୍ ଏନଫିଲ୍ଡ ହିମାଲୟାନ 450ର ଦାମ୍ ଏବଂ ଏଥିରେ କଣ ଖାସ ରହିଛି । ଏହି ଆଡଭେନଚର ବାଇକର ଦାମ ଡିସେମ୍ବର ୩୧ ସୁଦ୍ଧା ୨.୬୯ ଲକ୍ଷ ରହିଛି ଏବଂ ଏହାର ଟପ୍ ମଡେଲ୍ ପାଇଁ ୨.୮୪ ଲକ୍ଷ ଏକ୍ସ-ଶୋ’ରୁମ୍ ମୂଲ୍ୟ ରଖାଯାଇଛି ।ରୟାଲ୍ ଏନଫିଲ୍ଡ ହିମାଲୟାନ 450 ଇଞ୍ଜିନ୍ :
ଏହି ବାଇକରେ ଦିଆଯାଇଥିବା ଇଞ୍ଜିନ୍ ବିଷୟରେ କହିବାକୁ ଗଲେ, ଅପଡେଟ୍ ହୋଇଥିବା ରୟାଲ୍ ଏନଫିଲ୍ଡ ହିମାଲୟାନରେ ଏକ ନୂଆ 452 ସିସି ଲିକ୍ୱିଡ-କୁଲ୍ଡ DOHC ସିଙ୍ଗଲ୍-ସିଲିଣ୍ଡର ଇଞ୍ଜିନ ଦିଆଯାଇଛି । ଯାହାକି ୮,୦୦୦ rpm ରେ ୩୯.୫ hp ର ମ୍ୟାକ୍ସିମମ୍ ପାଓ୍ଵାର ଏବଂ ୫,୫୦୦ rpmରେ ୪୦ NMର ପିକ୍ ଟର୍କ ଜେନେରେଟ କରେ । ଯାହା ଆସିଷ୍ଟ ଏବଂ ସ୍ଲିପର୍ କ୍ଲଚ୍ ସହିତ 6-ସ୍ପିଡ୍ ଗିଅରବକ୍ସ ସହିତ ଯୋଡ଼ା ଯାଇଛି ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post