ୟୁକ୍ରେନ ଉପରେ ରୁଷ୍ ସାମରିକ ଆକ୍ରମଣ ୨୦୨୨ ଫେବ୍ରୁଆରିରୁ ଆରମ୍ଭ କରିବା ପରଠାରୁ ଭାରତ ଏହି ଦେଶରୁ ଅଧିକ ତେଲ ଆମଦାନି କରୁଛି। ଏପ୍ରିଲ ମାସରେ ଭାରତ ସବୁଠୁ ଅଧିକ ତେଲ ରୁଷ୍ରୁ କିଣିଥିବାବେଳେ ଏହା ପଛକୁ ଇରାକ ଓ ସାଉଦି ଆରବ ରହିଛନ୍ତି। ଭାରତ ବିଶ୍ବର ତୃତୀୟ ବୃହତ୍ ତେଲ ବ୍ୟବହାରକାରୀ ଏବଂ ଆମଦାନିକାରୀ ରାଷ୍ଟ୍ର। ମାର୍ଚ୍ଚ ମାସ ତୁଳନାରେ ଏପ୍ରିଲରେ ଭାରତ ୧୩ରୁ ୧୭ ପ୍ରତିଶତ ଅଧିକ ତେଲ ଆମଦାନି କରିଛି। କିନ୍ତୁ ଇରାକରୁ ଭାରତର ତେଲ ଆମଦାନି ଉକ୍ତ ମାସରେ ୨୦ରୁ ୨୩ ପ୍ରତିଶତ କମିଛି। ଏପ୍ରିଲରେ ଭାରତ ରୁଷ୍ଠାରୁ ଦିନକୁ ୧.୭୫ ନିୟୁତ ବ୍ୟାରେଲ ତେଲ ଆମଦାନି କରିଥିବାବେଳେ ମେ ମାସରେ ଏହା ୧.୧ ନିୟୁତ ବ୍ୟାରେଲକୁ ହ୍ରାସ ପାଇବ ବୋଲି ଏଲଏସଇଜି ପକ୍ଷରୁ ଆକଳନ କରାଯାଇଛି।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post