ମ୍ୟୁଚୁଆଲ ଫଣ୍ଡ୍‌ କଣ

ତାହେଲେ ଏପରି କରନ୍ତୁ E-KYC

ଲୋକମାନେ ବର୍ତ୍ତମାନ ନିଜ ସଞ୍ଚୟରେ ଭଲ ରିଟର୍ନ କରିବାକୁ ଚାହୁଁଛନ୍ତି । ତେଣୁ ଯଦି ଆପଣ ମ୍ୟୁଚୁଆଲ୍ ଫଣ୍ଡରେ ମଧ୍ୟ ଟଙ୍କା ବିନିଯୋଗ କରିଛନ୍ତି ତେବେ ଏହି ଖବର ପଢିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆପଣ ଯଦି ମ୍ୟୁଚୁଆଲ୍‌ ଫଣ୍ଡ୍‌ ପାଇଁ ଇ-କେଓ୍ଵାଇସୀ କରିନାହାଁନ୍ତି ତାହେଲେ ଜଲଦି କରିଦିଅନ୍ତୁ ।ମ୍ୟୁଚୁଆଲ୍ ଫଣ୍ଡରେ E-KYC ପାଇଁ, ଆପଣଙ୍କୁ ଆପଣଙ୍କର ପାନ୍ କାର୍ଡକୁ KRA ୱେବସାଇଟରେ ଅପଡେଟ୍ କରିବାକୁ ପଡିବ । ୱେବସାଇଟରେ ଏହା ଅପଡେଟ୍ ହୋଇଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରିପାରିବେ । ଏଥିପାଇଁ ଆପଣଙ୍କୁ ଲଗ୍ ଇନ୍ କରିବାକୁ ପଡିବ । ଯଦି ଆପଣ ଲଗଇନ୍ ପାଇଁ ପାସୱାର୍ଡ ଭୁଲିଯାଇଛନ୍ତି, ତେବେ ଦିଆଯାଇଥିବା ଇମେଲ୍ ID ମାଧ୍ୟମରେ ଏହାକୁ ପରିବର୍ତ୍ତନ କରାଯାଇପାରିବ ।